ଭୁବନେଶ୍ୱରରୁ ସୁରତକୁ ବିମାନ ସେବା

Spread the love
ଭୁବନେଶ୍ୱର ୨୦ /୦୧/୨୦୨୦ (ସନ୍ଧାନ ନିଉଜ) : ଆଜିଠାରୁ ଭୁବନେଶ୍ୱରରୁ ସୁରତକୁ ସିଧା ବିମାନ ସେବା ଆରମ୍ଭ ହୋଇଛି । ଏହି ରୁଟରେ ସପ୍ତାହରେ ୪ ଦିନ ବିମାନ ଚଳାଚଳ କରିବ । ପ୍ରତି ସୋମବାର ଓ ଗୁରୁବାର ଭୁବନେଶ୍ୱରରୁ ବିମାନ ଉଡାଣ କରି ସୁରତକୁ ଯିବ । ସେହିଭଳି ପ୍ରତି ଶୁକ୍ରବାର ଓ ରବିବାର ସୁରତରୁ ଉଡାଣ କରିବ । ଏହି ବିମାନ ଭୁବନେଶ୍ୱର, ସୁରତ ସମେତ ବେଙ୍ଗାଲୁରୁ ଯିବ । ଆଜିର ବିମାନରେ ସାଂସଦ ଅପରାଜିତା ଷଡଙ୍ଗୀ ସୁରତ ଯାଇଛନ୍ତି ।

Related Posts

About The Author

Add Comment