ଭୁବନେଶ୍ୱର, ୧୪/୧/୨୦୨୦ (ସନ୍ଧାନ ନିଉଜ) : ଗତକାଲି ଅପେକ୍ଷା ଆଜି ରାଜ୍ୟର ସବୁ ଜାଗାରେ ତାପମାତ୍ରା ବଢ଼ିଛି। ଗତକାଲି ସୋନପୁରରେ ତାପମାତ୍ରା ୬.୦ ଡିଗ୍ରୀ ଥିବା ବେଳେ ଆଜି ୭.୦ ଡିଗ୍ରୀ ରହିଛି। ସେହିପରି ଟିଟିଲାଗଡ଼ରେ ୭.୦, ଦାରିଙ୍ଗବାଡ଼ିରେ ୭.୦ ଓ ଅନୁଗୋଳରେ ୭.୦ ଡିଗ୍ରୀ ତାପମାତ୍ରା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଚରଣ ବେହେରା କହିଛନ୍ତି।
Related Posts
“ପ୍ରତି ବୁନ୍ଦା, ଅଧିକ ଶସ୍ୟ” କାର୍ଯ୍ୟକ୍ରମ ଅଧିନରେ ୨୦୨୦- ୨୧ ଆର୍ଥିକ ବର୍ଷ ନିମନ୍ତେ ରାଜ୍ୟ ପାଇଁ ୪୦୦୦ କୋଟି ଟଙ୍କା ମଞ୍ଜୁର
ସାଲାଡ୍ ପାଇଁ ଗ୍ରାହକଙ୍କୁ ପିଟି ପିଟି ଦରମରା କରିଦେଲେ ହୋଟେଲ ମାଲିକ
ମୋଟର ସାଇକେଲକୁ ଧକ୍କା ଦେଲା ସ୍କର୍ପିଓ : ଘଟଣା ସ୍ଥଳରେ ଦୁଇ ବାଇକ ଆରୋହୀ ମୃତ : ତଦନ୍ତ ଅବ୍ୟାହତ



