• About Us
  • Contact Us
  • Recruitment

Sandhan News

WISH YOU ENJOYFULL RATHAJATRA

WISH TO ALL READER AND DEVOTE ON THE EVE OF RATHAJATRA

SANDHANEWS.COM


Menu
  • ଓଡିଶା
  • ଜିଲ୍ଲା
    • ଅନୁଗୁଳ
    • କଟକ
    • ଯାଜପୁର
    • କନ୍ଧମାଳ
    • କଳାହାଣ୍ଡି
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଖୋର୍ଦ୍ଧା
    • କୋରାପୁଟ
    • ଗଞ୍ଜାମ
    • ଗଜପତି
    • ଜଗତସିଂହପୁର
    • ଝାରସୁଗୁଡ଼ା
    • ଢେଙ୍କାନାଳ
    • ଦେବଗଡ଼
    • ନବରଙ୍ଗପୁର
    • ନୟାଗଡ଼
    • ନୂଆପଡ଼ା
    • ପୁରୀ
    • ବରଗଡ଼
    • ବଲାଙ୍ଗୀର
    • ବାଲେଶ୍ବର
    • ବୌଦ୍ଧ
    • ମୟୁରଭଞ୍ଜ
    • ଭଦ୍ରକ
    • ମାଲକାନଗିରି
    • ରାୟଗଡ଼ା
    • ସମ୍ବଲପୁର
    • ସୁନ୍ଦରଗଡ଼
    • ସୁବର୍ଣ୍ଣପୁର
  • ରାଜନୀତି
  • ଜାତୀୟ
  • ଆନ୍ତର୍ଜାତୀୟ
  • ବାଣିଜ୍ୟ
  • ପ୍ରୟାସ
  • ସୀଡ୍
  • ଭିଡ଼ିଓ ଖବର
  • ଇ ପେପର (E Paper)
  • ମନୋରଞ୍ଜନ
  • ଅପରାଧ
  • ସ୍ବାସ୍ଥ୍ୟ
  • ଖେଳ
  • ସହର
    • କଟକ
    • ଭୁବନେଶ୍ୱର
    • ପୁରୀ
    • ବ୍ରହ୍ମପୁର
    • ରାଉରକେଲା
  • ଛବିରେ ଖବର
  • ସାହିତ୍ୟ
    • ଗଳ୍ପ
    • କବିତା
    • ଆମ ସଂସ୍କୃତି, କଳା ଓ ଐତିହ୍ୟ
  • ବ୍ୟକ୍ତିତ୍ବ
    • ବିରଳ ବ୍ୟକ୍ତିତ୍ବ
    • ସାକ୍ଷାତକାର
  • ଆପଣଙ୍କ ରିପୋର୍ଟ
  • ରାଶିଫଳ
  • ଆମ ପର୍ବ ପର୍ବାଣୀ
    • ପଣା ସଂକ୍ରାନ୍ତି
    • ଆମ ପିଠାପଣା
  • ଆମ ଐତିହ
  • SANDHAN LIVE TV
ତାଜା ଖବର
  • ନିମ୍ନ ଲିଂକରେ କ୍ଲିକ କରି ଆଜିର ଇ-ପେପର ଡାଉନଲୋଡ କରନ୍ତୁ
  • ବାଲିଛାଇ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି 
  • ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର
  • ବେଣ୍ଟକାର ହାଇ ସ୍କୁଲର ୧୯୭୪ – ୭୫ ମସିହାର ପୁରାତନ ବିଦ୍ୟାର୍ଥୀଙ୍କ ବୈଠକ ।     
  • ନିମ୍ନ ଲିଂକରେ କ୍ଲିକ କରି ଆଜିର ଇ-ପେପର ଡାଉନଲୋଡ କରନ୍ତୁ
  • ମିର୍ଜାପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ ଉତ୍ସବ  
  • ୧୭ ତମ ଜିଲ୍ଲା ସ୍ତରୀୟ ଅବିନାଶ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ
  • ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ହେଲାଣି ସଜବାଜ
  • କେବେ ବଦଳିବ ସବଡେଗା ରାଜସ୍ୱ କାର୍ଯ୍ୟାଳୟର ଚିତ୍ର
  • ଟି-୧୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ 
Home
ସାହିତ୍ୟ
କବିତା
ଗପ: ଚାକରାଣି

ଗପ: ଚାକରାଣି

Manas Kumar Rout | December 12, 2019 |
Spread the love
     

    ——ଚିନ୍ମୟ ମିଶ୍ର——-    

ବାବୁ ମତେ ଭୁଲ ବୁଝିବନି ମୋ କଥା ଏଇ ଭଳି. ମୁଁ ଭାରି ଖୋଲା ଲୋକ  ଯାହା କୁହେ ମୁହେଁ ମୁହେଁ  ପଛରେ କିଛି କହେନା .ତାଛଡା ଅଂଗେ ଲିଭା କଥାକୁ ଲାଜ କାହିଁକି କରିବି .ତରୁଣୀ ଦେହର ଜଳନ୍ତା ନିଆଁ କୁ  ଲିଭେଇବାକୁ ଯୌବନରେ ଛେଚି କୁଟିହେଉଥିବା ରଢ ପାଗର ଯୁବକ ମାନଙ୍କର ଦେହ ହିଁ ଉପଯୁକ୍ତ .ହେଲେ ସେଥିରେ କଣ ପେଟ ପୁରିବ ? ସେଇଥି ପାଇଁ ଆସନ ମ୍ରୁତ୍ୟୁ କୁ ଅପେକ୍ଷା କରିଥିବା ମଲା ବୁଢାଙ୍କୁ ହିଁ ଆସରା କରିବାକୁ ପଡେ. ସେମାନଙ୍କ ଆଖି ଦେଖି କହି ଦେଇ ପାରେ କାଭିତରେ କେତେ ତାତିମୁଣ୍ଡ ବାଳ ସିନା ଝୋଟ ହେଇ ଯାଇଥାଏ  କିନ୍ତୁ କାମନା ବାସନାର କ୍ଷୁଧା ଟା ପ୍ରସମିତ ହେଇ ନଥାଏ  କେଯାଣି ଲଂକା ପାଚିଲେ ବେଶି ରାଗ କି କଣ ଏମାନେ ,ଉଚିତମୁଲ୍ୟବି ଦିଅନ୍ତି
 କେହି କେହି ତ  ପୁଅ ପାତି ସ୍ତ୍ରୀ ସମାଜ ସବୁ ଛାଡି ସମସ୍ତ ସ୍ତାବର ଅସ୍ତାବର ସଂପତି କୁ ମୋ ନା ରେ କରି ଦବାକୁ ବସିଥାନ୍ତି  ତା ନହେଲେ ଏଇ ଦେଖୁନାହାନ୍ତି ପାଟରା ବୁଢାଟା Dibetis 350/190 ମେଡିକାଲ ରେ ୭ଦିନ ହବ ଆଡମିଟ ହେଇକି ଅଛି କିନ୍ତୁ ମତେ ନିରୋଳାରେ  ଦେଖି ଦେଇ ମୋ ଓଠ ରେ କୁଆଡେ Insuline ଅଛି ବେଲି କହି ମତେ ତା ଛାତି ଉପର କୁ ଟାଣି ନେଇ ଚୁମା ଟିଏ ଦେଇ ଦେଲା . ଠିକ ସେମିତି  ଏଇ ଯୋଉ BDO ଦାଶ ମଉସା  କୁଆଡେ ତାଂକ ବହୁ ସହିତ ଅବୈଧ ସଂପର୍କରେ ଲିପ୍ତ ଥିଲେ  ବହୁ  ଦିନ ଧରି ବୁଢାର ସମସ୍ତ ଅଳି ଅର୍ଦଳି ସହୁଥିଲେ ହେଲେ ବିଚାରି  ଦେହ ମନର ଭୋକ ଶୋଷ କଣ ମେଣ୍ଟୁଥିଲା  ସେଇଥି ପାଇଁ  ବୁଢାର ସମସ୍ତ ସଂପତି କୁ ହାତ କରି ସିଏ ତାଂକର କୋଉ ପୁରୁଣା ସାଂଗସହିତ ଫିଟ ହେଇ ଗଲେ ଆଉ ଏ ଭଂଗା ଟ୍ରଙ୍କ ର ଦାୟିତ୍ୱ ମତେ ଦେଇଗଲେ.ମତେ ତ ତା ଘରେ କାମ ଫାମ କିଛି କରିବାକୁ ପଡେନା ସବୁ କାମ ସିଏ କରିଦିଏ ମୁଁ କେବଳ ତା ବିଛଣା ର ଦାୟିତ୍ୱ ନିଏ ଓଲଟି ମୁଁ ଗଲା କ୍ଷଣି କୋଉ ଆସାମରୁ କି ଡାର୍ଜିଲିଂଗରୁ ଆଣିଥିବା ନୂଆ ନୂଆ ଚା ର ସ୍ୱାଦ ଚଖାଏ  ତା ସହିତ ଦେହର ଫୁର୍ତି ପାଇଁ କୋଉଠୁ କୋଉଠୁ  କି କି ଓଷଧ ଖାଏ  କେଜାଣି ଘଇଲା ବାଘ ଭଳି ହଉଥାଏ ଏଇ ଟିକକ ତୁଛ ଆଇଁସର ସୁଆଦ ପାଇଁ  .
ଏଇ ବୁଢା ମାଲିକଙ୍କ ପାଇଁ ମୁଁ କୁଆଡେ ସଂଜିବନି. ହଉ କି ନହଉ ମୋ ପାଇଁ କିନ୍ତୁ ସେମାନେ ପେଟର ଦାନା ପାଣି ଭଗବାନ ସଦ୍ରୁଶ . ବାବୁ ଚାକରାଣି ବି ସୁନ୍ଦର ହବା ଦରକାର ନହେଲେ ମାଲିକ ମାନଙ୍କର ମନ କୁ ଆଜିକାଲି ମାଲିକାଣି ମାନେ ଆଦୌ ଚିହ୍ନି ପରନ୍ତିନି  ତେଣୁ ସଜେଇ ହବା ପାଇଁ ବି କିଛି ଖର୍ଚ ପାଣି ବି ଅଛି ଆଜି କାଲି ସବୁ ଜିନିଷର ଯାହା ରେଟ  ଏଇ କାମ କରି କେତେ ପଇସା ଯେ ମିଳେ ସେଥିରେ କ୍ରିମ ପାଉଡର ଫେସୱାସ ସାଂପୁ କଣ୍ଡିସନର  କିଣିବ  ଏଇ ଯୌବନର ବଳଥାଉ ଥାଉ କିଛି ସଂଚୟ କରି ରଖିବାକୁ ପଡିବ  ନହେଲେ ବୟସ ର ଅପରାହ୍ନ ସମସ୍ତଙ୍କ ପାଇଁ ଦିନେ  ଆସିବ ହିଁ ଆସିବ ତା ପୁର୍ବରୁ ଯଦି ଜିବ ଚାଲିଗଲା ଭଲ କଥା. ଯାହଉ ମରିଗଲେ ବି କିଛି ଦୁଖ ନାହିଁ .
ସେଦିନ  ସେ ଚେୟାରମ୍ୟାନ ମଉସା ମୋ ହାତ ଧରି ଭିଡି ନେଇ ମତେ  ନିବସ୍ତ୍ର କରି ଦେଇ ମୋ କଅଁଳ ମାଂସକୁ ଚିକେନ ତନ୍ଦୁରୀ ଖାଇଲାଭଳି ଖାଇଗଲେ  ପ୍ରତି ବଦଳରେ କହିଲେ ତୋ ପାଇଁ ଗୋଟେ ବଡ ବୀମା କରିଦେବି ମୁଁ ସେ ବୀମା ଫିମା କିଛି ବୁଝି ନଥିଲି ବାବୁ ହେଲେ ଆଜି ମୁ ସବୁ ବୁଝୁଚି ,ଖାଲି ବୀମା ନୁହେଁ ମୋର ଯାହା ଦରକାର ଏଇ ଯେମିତି ଡାଲି ଚାଉଳଠୁ ଆରମ୍ଭ କରି ଲୁଗା ପଟା ଫିଲିମ ଟିକେଟ  ଓଷଧ ମେଡିକାଲ ସବୁ ଏଇ ମାଲିକ ମାନେ ବୁଝନ୍ତି ମନରେ ଅନେକ ଦୁଃଖ ଜମାଟ ବାନ୍ଧେ ଦେହ କୁ କଷ୍ଟ  ହୁଏ . ହେଲେ କଣହବ ଛାର ଏ ପାଉଁଶ ଦେହ ପାଇଁ ଏତେକଥା ଭାବିବି କିଆଁ ? କଷ୍ଟ ହେଲେ ହଉ  ମତେ ତାଙ୍କ କଥା ବୁଝି ବାକୁ ପଡେ ମୁଁ ତ ଆଉ କ୍ରୁତଘ୍ନ ହେଇ ପାରନ୍ତିନି କି ଚାକରାଣି ବୋଲି ଅପଖ୍ୟାତି ନିଅନ୍ତିନି..ମୁଁ ବି ଗୋଟେ ସାଧାରଣ ଝିଅ ଥିଲି  ମୋର ବି ସବୁଝିଅଙ୍କ ଭଳି ସ୍ୱପ୍ନ କୁ ପାଳି ପୋସି ବଡ କରିବାକୁ ଇଛାଥିଲା.ବାଦଲ ରେ ବସି ଜହ୍ନ ରାଇଜକୁ ଜୁଇ ହେନା ତୋଳିବାକୁ ଯାଉଥିିଲି ଚୁପି ତୁପି ରିମ ଝିମ ବର୍ଷା ରେ ଭିଜୁ ଥିଲି .ବେଳେବେଳେ ଏଇ ଯୋଉ ପୁଅ ପିଲାଙ୍କ ଭଳି ଜିନ ସାର୍ଟ ଡାଏରି କି ଭ୍ୟାନିଟି ଧରି  ଓଠରେ ବହଳ ଲିପସ୍ଟିକ ମାରି ପ୍ରେମିକ ମାନଙ୍କ ଗାଡିରେ ବସିି ଅଫିସ ଯାଉଥିବା ଝିଅଙ୍କୁ ଦେଖି ମୋର ଭାରି ଲୋଭ ହଉଥିଲା  ସେଇଥି ପାଇଁ ପାଠରେ ମନ ଦେଇଥିଲି ଆମ ସ୍କୁଲ ର ସାହୁ ସାର ବି ମତେ ବହୁତ ଭଲ ପାଉଥିଲେ ମୁଁ  ଭଲ ପାଠ ପଢୁଥିଲି ୮୦/୯୦ ମାର୍କ ରଖୁଥିଲି .ସବୁ ସ୍ୱପ୍ନ ମୋର ବାଲିଘର ପରି ଭାଂଗି ଗଲା .
ମୋ ବାପା ହାର୍ଟ ଆଟାକରେ ଚାଲିଯିବା ପରେ ମୋ ବୋଉ ଟା ବି  ଚାଲିଗଲା.  ଛୋଟ ଭାଇ ଟାକୁ ନେଇ ଜିବିକା ନିର୍ବାହ କରିବା କେତେ କଷ୍ଟ ଅନୁଭବି ହିଁ ସିନା ବୁଝି ପାରେ.  ମୋ ପାଇଁ ଆମ ସ୍କୁଲ ର ସାହୁ ସାର ହିଁ ଏକା ସାହା ଭରଷା ଥିଲେ . ମତେ ସେ କହିଲେ କିଛି ଚିନ୍ତା ନାହିଁ ମୁଁ ଅଛି  ଆଉ କିଛିଦିନ ଦାୟିତ୍ୱବି ବୁଝୁଥିଲେ ଖାଇବା ପିଇବା ଆଣି ଦଉଥିଲେ ଏଇ ଭିତରେ ତାଙ୍କ ଘର କୁ ଯିବା ଆସିବା ବି ବଢି ଯାଇଥାଏ  ଦିନେ ମତେ ଏକୁଟିଆ ପାଇ ଗୋଡ ହାତ ମୁଣ୍ଡ ଚିପିବାକୁ କହିଲେ ଆଉ ଧିିରେ ଧିରେ ମୁଁ ଅନୁଭବ କରୁଥାଏ ତାଙ୍କ ନିଷ୍ଠୁର ହାତ ମୋ  ପାଦ ଜଂଘ  ପେଟ ଛାତି ଆଉ ନିବ୍ରୁତ ଅଂସ କି ଭାରି ନିର୍ଲଜ ଭାବରେ ଛୁଁ ଥିଲା . ମୁଁ ଶଂକି ପଡି ଉଠିଆୁସୁଥିଲି କିନ୍ତୁ ତାଂକ ସେ ଚକ ଧରା ହାତ ଟାରେ ଏତେଶକ୍ତି ଥିଲା ଯେ ମତେ ସେଠି ସବୁ କିଛି ଦେଇ କି ହିଁ ମୁକ୍ତି ମିଳିଥିଲା . ଧିରେ ଧିରେ ତାଂକର ଏଇଟା ଅଭ୍ୟାସରେ ପରିଣତ ହେଇଗଲା ପାଠ ଅପେକ୍ଷା    ଏଇ ପାଠ ଟା ବେଶି ହେଇଗଲା . ମତେ ସିଏ କହିଲେ ଦେଖ ତୁ ମୋ ପାଖରେ ସବୁଦିନ ପାଇଁ ରହିଯା .ତାଂକ ସ୍ତ୍ରୀ ବହୁତ ଦିନ ହବ ମରିଯାଇଥିଲେ ସେଇଥିପାଇଁ ଦେହର ଭୋକରେ ଆଉଟୁ ପାଉଟୁ ହଉଥିଲେ   କହୁ ନାହାନ୍ତି ବାବୁ  ୫୮ ବର୍ଷ ବୟସର ବୁଢା କୁତ ମୁଁ ସ୍ୱାମି ବୋଲି ଭାବି ପାରି ନଥାନ୍ତି  ବରଂ   ତାଂକ ପୁଅ ର ବାହା ହବା ବୟସ ହେଇଯାଇଥିଲା ମନେ ମନେ ସିଏ ବି ମତେ ଭଲ ପାଉଥିଲା ଗୋପନରେ କିଛି କହିବାକୁ ଚାହୁଁଥିଲା  କିନ୍ତୁ ବାପାଟା ତାର ବଇରୀ ସାଜିଥିଲା . ନଚାହିଁ କି ବି  ମୁଁ ବାଧ୍ୟ ହୋଉଥିଲି ମୋ ପରିସ୍ଥିତି ମତେ ବାଧ୍ୟ କରୁଥିଲା.
 ଦିନେ କିନ୍ତୁ ଦ୍ରୁଢ ନିଷ୍ପତି ନେଲି କି ତାଙ୍କ ଲୋଲୁପ ଦ୍ରୁଷ୍ଟି ରୁ  ବଂଚିବାକୁହେଲେ ମତେ ପାଠ ଛାଡିବାକୁ ପଡିବ ଭାଡ ମେ ଯାଏ ମୋ ସ୍ୱପ୍ନ ଫୋପ୍ନ. ସେଇଦିନରୁ ପାଠରେ ଡୋରି ବାନ୍ଧୀଲି ଆଉ ମୋଜଣେ ସଂପର୍କୀୟଙ୍କୁ କହି ସହରର ଗୋଟେ ଚାକିରି ବୁଝିବାକୁ କହିଲି ସିଏ ବି ବୁଝିଦେଲେ ଏଇ ଚାକରାଣିର ଚାକିରି . ଅଷ୍ଟମ ଶ୍ରେଣି ପର୍ଯ୍ୟନ୍ତ ପଢିଥିବା ଏଇ ଚୁମୁକି ତ ଭାରତର ରାଷ୍ଟ୍ରପତି ହେଇ ନଥାନ୍ତା .କିନ୍ତୁ ବାବୁ ଆଜି ମୋ ପାଖରେ ଜିନ ପ୍ୟାଣ୍ଟ ସାର୍ଟ  ଭ୍ୟାନିଟ୍ ଗାଡି ଘର ସବୁ ଅଛି ଆଉ ମୋ ଭାଇ କୁ ବି ମଣିଷ କରିଛି ମତେ ଗାଡିରେ ନବାକୁ ଅନେକ ଲୋକ ଅଛନ୍ତି , ମୁଁ ସବୁ ପାଇଛିି ଯାହା ବିଧାତା ମୋ ଭାଗ୍ୟରେ ଲେଖିଛି ହେଲେ ଏସବୁ ତୁଛ  କିନ୍ତୁ ମନ କଥା ହଉଛି ମୁଁ ଏଇ ସଂଧ୍ୟା ତାରା ଭଳି  ସ୍ୱପ୍ନର ଧରାଟାକୁ  କୁ ଖାଲି ଦେଖେ ହେଲେ ଯା ଧରି ପାରେନା…. ଗୁମୁର୍ ଗୁମୁରି କାନ୍ଦୁଥିବା ମନ ଟାର ଏତିକି ପାର୍ଥନା ପ୍ରଭୁ ଏ ଭଳି ଭାଗ୍ୟ ଆଉ କାହାକୁ  ନ ମିଳୁ…
CDA, Cuttack

Related Posts

June 4, 2018 | Manas Kumar Rout |
ଅଧିକ ପଢନ୍ତୁ

ବିନତୀ

February 2, 2021 | 2005lindadavis1989 |
ଅଧିକ ପଢନ୍ତୁ

ନିମ୍ନ ଲିଂକରେ କ୍ଲିକ କରି ଆଜିର ଇ-ପେପର ଡାଉନଲୋଡ କରନ୍ତୁ

February 22, 2026 | Manas Kumar Rout |
ଅଧିକ ପଢନ୍ତୁ

ରହିଯାଇଥିବା ପ୍ରେମ

May 28, 2021 | Sandhan News |
ଅଧିକ ପଢନ୍ତୁ

About The Author

Manas
More From This Author

Add Comment

Cancel reply

HAPPY NEW YEAR-2024

NETANKA SALARY PENSION

https://www.youtube.com/watch?v=F08PxOH-G8A&t=60s

ସ୍ୱତନ୍ତ୍ର

ମନେ ପଡନ୍ତି: ସ୍ୱାଧୀନତା ସଂଗ୍ରାମୀ ରମାଦେବୀ

ଗୁରୁ ନାନକ

ଚୈତନ୍ୟ

ପଦ୍ମଶ୍ରୀ ଜୟନ୍ତ ମହାପାତ୍ର

ପ୍ରତ୍ନତ‌ତ୍ତ୍ୱବିଦ୍ ରମେଶ ପ୍ରସାଦ ମହାପାତ୍ର

ସେପ୍ଟେମ୍ବର ମାସର ସନ୍ଧାନ ନିୟୁଜର ନିମ୍ନରେ ଥିବା ଲିଙ୍ଗରେ କ୍ଲିକ୍ କରି ଡାଉନଲୋଡ କରନ୍ତୁ

Buddhism during the Bhaumakara Period: A case of study on Social life in Odisha

ପରାଧୀନ ଭାରତର ମୁକ୍ତିପୀଠ ରକ୍ତତୀର୍ଥ ଇରମ

Urgent Required

  • Popular
  • Recent

Dibyadrasana

https://www.youtube.com/watch?v=Y2c8N7c5BzI&t=209s

ନୋଟିସ୍

ପ୍ରତିନିଧି ଆବଶ୍ୟକ 

ସ୍ୱତନ୍ତ୍ର ପ୍ରତିନିଧି ଆବଶ୍ୟକ, ଯୋଗାଯୋଗ-୯୪୩୭୮୧୯୩୭୫, ଶିକ୍ଷାଗତ ଯୋଗ୍ୟତା: +୩ (ସମ୍ମାନ) ବା ପ.ଜି ଯେକୈଣସି ବିଷୟରେ

FOR GOVT AND PRIVATE JOBS INFORMATION CONTACT-9437819735

Admission Open DU Public School Chandikhole Jajpur

Recent Posts

  • ନିମ୍ନ ଲିଂକରେ କ୍ଲିକ କରି ଆଜିର ଇ-ପେପର ଡାଉନଲୋଡ କରନ୍ତୁ
  • ବାଲିଛାଇ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି 
  • ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର
  • ବେଣ୍ଟକାର ହାଇ ସ୍କୁଲର ୧୯୭୪ – ୭୫ ମସିହାର ପୁରାତନ ବିଦ୍ୟାର୍ଥୀଙ୍କ ବୈଠକ ।     
  • ନିମ୍ନ ଲିଂକରେ କ୍ଲିକ କରି ଆଜିର ଇ-ପେପର ଡାଉନଲୋଡ କରନ୍ତୁ
  • ମିର୍ଜାପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ ଉତ୍ସବ  
  • ୧୭ ତମ ଜିଲ୍ଲା ସ୍ତରୀୟ ଅବିନାଶ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ
  • ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ହେଲାଣି ସଜବାଜ
  • କେବେ ବଦଳିବ ସବଡେଗା ରାଜସ୍ୱ କାର୍ଯ୍ୟାଳୟର ଚିତ୍ର
  • ଟି-୧୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

Alochana new episode

https://www.youtube.com/watch?v=h2Jlw6Dbk9g&t=31s

PURCHESH THIS BOOK ONLY @ rS-500

Copyright © 2026 Sandhan News 
  • About Us|
  • Contact Us|
  • Recruitment|