ସରକାରଙ୍କୁ କ୍ଲିନଚିଟ୍: ରାଫେଲ୍ ଡିଲ୍ ପୁନଃବିଚାର ଆବେଦନ ଖାରଜ

Spread the love

ନୂଆଦିଲ୍ଲୀ, ୧୪/୧୧ (ସନ୍ଧାନ ନିୟୁଜ): ରାଫେଲ୍ ଡିଲ୍ ଦୁର୍ନୀତି ପ୍ରସଙ୍ଗରେ ଆଜି କେନ୍ଦ୍ର ସରକାରଙ୍କୁ ଦେଶର ସବୁଠୁ ବଡ଼ ଅଦାଲତରୁ କ୍ଲିନଚିଟ୍ ମିଳିଛି।ରାଫେଲ୍ ଡିଲ୍ ଦୁର୍ନୀତି ନେଇ କରାଯାଇଥିବା ପୁନଃବିଚାର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ବିରୋଧୀ ଦଳଙ୍କ ପାଇଁ ଏକ ବଡ଼ ହାର ଏବଂ ମୋଦୀ ସରକାର ସମେତ ବିଜେପି ପାଇଁ ଏକ ବଡ଼ ବିଜୟ ବୋଲି କୁହାଯାଉଛି। ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ରାଫେଲ୍ ଡିଲର ଆଉ କୌଣସି ଯାଞ୍ଚ ହେବ ନାହିଁ। କୋୖର୍ଟ ସିଧା ସିଧା ପ୍ରତିରକ୍ଷ୍ୟା କେଟରରେ ଯାଞ୍ଚର ଆବଶ୍ୟକତା ନାଇଁ ବୋଲି କହିଛି

Related Posts

About The Author

Add Comment