Homeଜିଲ୍ଲା ପରିକ୍ରମାପୁରୀସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ୨ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ୨ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି Sandhan News | October 15, 2019 | Spread the love ପୁରୀ, ୧୫/୧୦ (ସନ୍ଧାନ ନିଉଜ) : ପୁରୀ ସମୁଦ୍ରରେ ଗାଧୋଇବା ବେଳେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଧୋଇବା ବେଳେ ଦିଗବାରେଣି ଖୁଣ୍ଟି ନିକଟରେ ୨ ଜଣ ଯୁବକ ଭାସି ଯାଇଥିବା ଜଣାପଡ଼ିଛି। ଲାଇଫ ଗାର୍ଡ଼ ଓ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। Related Posts ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅବସରରେ ପ୍ରକୃତି ଆରାଧନା ଓ ବୃକ୍ଷ ବନ୍ଦନା January 26, 2024 | Hemanta Bhainsa | ଅଧିକ ପଢନ୍ତୁ ୨୦୨୪ ସୁଦ୍ଧା ୧୦୦ ନୂଆ ଏୟାରପୋର୍ଟ February 1, 2020 | Sandhan News | ଅଧିକ ପଢନ୍ତୁ ଅଲୋଡା ନୁହନ୍ତି କନ୍ୟା ରତ୍ନ February 24, 2020 | Manas Kumar Rout | ଅଧିକ ପଢନ୍ତୁ ଯବାନଙ୍କ ରକ୍ଷା କବଚ ପାଲଟିଲା ଡ୍ରୋନ August 21, 2019 | Biswajit Parida | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅବସରରେ ପ୍ରକୃତି ଆରାଧନା ଓ ବୃକ୍ଷ ବନ୍ଦନା January 26, 2024 | Hemanta Bhainsa | ଅଧିକ ପଢନ୍ତୁ