Homeଅପରାଧ୨୦ ବର୍ଷରେ ବନ୍ୟାରେ କ୍ଷତି ୫ ଶହ ୪୭ ଲକ୍ଷ କୋଟି ଟଙ୍କା ୨୦ ବର୍ଷରେ ବନ୍ୟାରେ କ୍ଷତି ୫ ଶହ ୪୭ ଲକ୍ଷ କୋଟି ଟଙ୍କା Manas Kumar Rout | July 18, 2019 | Spread the love ନୂଆଦିଲ୍ଲୀ,୧୮/୭ (ସନ୍ଧାନ ନିୟୁଜ ) ଗତ ୨୦ ବର୍ଷ ମଧ୍ୟରେ ଦେଶରେ ଦେଖାଦେଇଥିବା ବନ୍ୟାରେ ୫ଶହ ୪୭ ଲକ୍ଷ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଏହି ଟଙ୍କାରେ ଦେଶରେ ୨ ଲକ୍ଷ ୭୩ ହଜାର ୬ ଶହ ସ୍କୁଲ ସ୍ଥାପନ କରାଯାଇ ପାରିଥାନ୍ତା ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୮ରେ ବନ୍ୟା ଯୋଗୁ ୨୭ ଲକ୍ଷ ଲୋକ ବେଘର ହୋଇଥିଲେ। ସେଥିମଧ୍ୟରୁ କେରଳର ୧୫ ଲକ୍ଷ ଲୋକ ରହିଛନ୍ତି। ସେମାନଙ୍କୁ ୫ ହଜାର ୬ଶହ ଅସ୍ଥାୟୀ ଶିବିରରେ ରଖାଯାଇଥିଲା। ୧୯୫୩ରୁ ୨୦୧୭ ମଧ୍ୟରେ ଗତ ୬୪ ବର୍ଷ ମଧ୍ୟରେ ହୋଇଥିବା ବନ୍ୟାରେ ଲକ୍ଷେ ୭ ହଜାର ୪ଶହ ୮୭ ଲୋକଙ୍କର ମୃତ୍ୟୁ ଘଟିଛି। ପ୍ରତିବର୍ଷ ବନ୍ୟାରେ ହାରାହାରି ୧୭ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। Related Posts ଗ୍ଲାସଗୋ: ଜଳବାୟୁ ପରିବର୍ତ୍ତନ ସହ ଲଢ଼େଇ ଲାଗି ପଂଚାମୃତ ଫର୍ମୁଲା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ November 2, 2021 | Sandhan News | ଅଧିକ ପଢନ୍ତୁ ଆଦର୍ଶ ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା January 31, 2019 | Manas Kumar Rout | ଅଧିକ ପଢନ୍ତୁ ଜିଲ୍ଳ୍ା ପରିଷଦ ୭ମ ସ୍ଥାୟୀ କମିଟି ବୈଠକ ଅନୁଷ୍ଠିତ । October 8, 2021 | Sandhan News | ଅଧିକ ପଢନ୍ତୁ କୋଭିଡ ଯୋଦ୍ଧାଙ୍କ ସହିତ କଥାହେଲେ ମୁଖ୍ୟମନ୍ତ୍ରୀ; ପ୍ରଶଂସା ସହିତ ଆଶୁ ଆରୋଗ୍ୟ କାମନା କଲେ May 29, 2020 | Manas Kumar Rout | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ଗ୍ଲାସଗୋ: ଜଳବାୟୁ ପରିବର୍ତ୍ତନ ସହ ଲଢ଼େଇ ଲାଗି ପଂଚାମୃତ ଫର୍ମୁଲା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ November 2, 2021 | Sandhan News | ଅଧିକ ପଢନ୍ତୁ
କୋଭିଡ ଯୋଦ୍ଧାଙ୍କ ସହିତ କଥାହେଲେ ମୁଖ୍ୟମନ୍ତ୍ରୀ; ପ୍ରଶଂସା ସହିତ ଆଶୁ ଆରୋଗ୍ୟ କାମନା କଲେ May 29, 2020 | Manas Kumar Rout | ଅଧିକ ପଢନ୍ତୁ