ହରିଦାସପୁର- ପାରାଦୀପ ରେଳପଥ; ବିଦ୍ୟୁତ ସଂଯୋଗ କାର୍ଯ୍ୟ ତଦାରକ କରୁଛି ଟେକନିସିଆନ ଟିମ, ଗଣମାଧ୍ୟମରେ ପ୍ରକାଶ ପାଉଛି ରେଳ ଗାଡି ଗଡ଼ିଲା ଭଳି ମିଛ ଖବର

Spread the love

କେନ୍ଦ୍ରାପଡ଼ା ୨୯/ ୬ (ସନ୍ଧାନ ନିୟୁଜ) ହରିଦାସପୁର ଠାରୁ କେନ୍ଦ୍ରାପଡା ପ୍ରଯନ୍ତ ହରିଦାସପୁର -ପାରାଦୀପ ରେଳପଥ ରେ ଲାଇନ ବୀଚ କାର୍ଯ୍ୟ ଏକ ପ୍ରକାର ସାରିଥିବା ବେଳେ ଏବେ ବିଦ୍ୟୁତ କାମ ବି ସଂଯୋଗ ସରିଛି | ଏହି ସଂଯୋଗ କୁ ଏବେ ଏକେ ବିଦ୍ୟୁତ ଜାନ୍ତିକ ବିଭାଗ ତଦାରଙ୍କ କରୁଥିବା ବେଳେ ଏହାକୁ ନେଇ ବିବିନ୍ନ ଗଣମାଧ୍ୟମରେ ରେଳଗାଡ଼ି ଗଡ଼ିଲା ରେଳ ଇଂଜିନ ଗଡ଼ିଲା ବୋଲି ଖବର ପ୍ରକାଶ ପାଇବାରେ ଲାଗିଛି | କିନ୍ତୁ ଏପର୍ଯ୍ୟନ୍ତ କୌଣସି ମାଲବାହୀ ବା ଯାତ୍ରୀବାହୀ ଗାଡି କିମ୍ଭା ଯାତ୍ରୀବାହୀ ଇଂଜିନ ଗାଡିନଥିବା ଜଣାପଡ଼ିଛି |  ଆଜି ରେଲୱେ ପକ୍ଷରୁ ପ୍ରଥମ ଥର ପାଇଁ ହରିଦାସପୁର-ପାରାଦ୍ୱୀପରେ ରୁଟରେ ଗଡିଛି ରେଳ ଇଞ୍ଜିନ। ହରିଦାସପୁର-ପାରାଦୀପ ରେଳଲାଇନର ବେଣିପୁରଠାରୁ ଗୋପଛକ ଯାଏଁ ପରୀକ୍ଷାମୂଳକ ଭାବେ ଇଞ୍ଜିନ ଗଡ଼ିଛି। ଆଜି ୨୧ କିଲୋମିଟର ରେଳପଥରେ ପରୀକ୍ଷାମୂଳକ ଭାବେ ଇଂଜିନ ଚାଲିଥିଲା। ବୈଷୟିକ ଟିମ୍‌ ଉପସ୍ଥିତ ଥିଲେ।

 

Related Posts

About The Author

Add Comment