ଧର୍ମଶାଳାର ୧୦ବୁଥରେ ପାଣି ଓ ୬ବୁଥରେ ବିଦ୍ୟୁତ ସୁବିଧା ନାହିଁ

Spread the love

ଯାଜପୁର, ୧୪/୪ (ସନ୍ଧାନ ନିୟୁଜ/ ସନ୍ତୋଷ ରାଉତ) ଚଳିତବର୍ଷ ନର୍ବାଚନ ସକଳା ୭ରୁ ଆରମ୍ଭ ହୋଇ ସଧ୍ୟା ୬ପ୍ରର୍ଯ୍ୟନ୍ତ ହେବାକୁ ଥିବା ବେଳେ ସବୁ ବୁଥରେ ଦିବଙ୍ଗ ମାନଙ୍କୁ ନେବା ଆଣିବା ପାଇଁ ହୁଇଲ ଚେୟାର ଏବଂ ପିଇବା ପାଣିର ସୁବିଧା ଉପଲବ୍ଧ ହେବା ପାଇଁ ମୁଖ୍ୟ ନିର୍ବାଜନ କମିଶନଙ୍କ ପକ୍ଷରୁ ସ୍ୱତନ୍ତ୍ର ନିୟମ ରହିଥିବା ବେଳେ ବିଭିନ୍ନ ପଂଚାୟତ ସମିତି ଅଧିରେ ରହିଥିବା ବୁଥ ଗୁଡିକ ପାଣି ସୁବଧା ଅଛିକି ନାହିଁ ଚିହ୍ନଟ କରାଯାଉଛି । ଏହି କମ୍ରରେ ଧର୍ମଶାଳାର ୧୦ଟି ବୁଥରେ ପାଣି ନଥିବା ନେଇ ଜିଲ୍ଲପାଳଙ୍କ ଅବଗତ କରାଯାଇଛି । ସେଥିମଧ୍ୟରୁ

ବୁଥୁ ନଂ ୧୦ ଜକ୍ରଧରପୁର ପ୍ରାଥମିକ ବିଦ୍ୟାଳୟ, ବୁଥ ନଂ ୧୧ ବଳରାମପୁର ଗଡ, ବୁଥ ନଂ ୨୬ ମର୍ଜିତାପୁର, ବୂଥ ନଂ ୪୨ ଘାସିବର, ବୁଥ ନଂ ଚାରିଗୋଟଠିଆ, ବୁଥ ନଂ ୨୨୧ ନେଉଳପୁର ଉର୍ଦ୍ଦ ପ୍ରାଥମିକ ବିଦ୍ୟାଳୟ, ବୁ୍ଥ ନଂ ୬୧ ଖରିଲୋ ଶୀଚନ୍ଦନପୁର, ବୁଥ ନଂ ୧୭୪ ମର୍ଦସା ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟ, ବଥ ନଂ ୨୧୧ ମାଝିପାଟଣା ୟୁପିଏସ, ବୁଥ ନଂ ୨୩୨ ପିପଲିଡିହ ପ୍ରୋଜେକ୍ଟ ପାଥମିକ ବିଦ୍ୟାଳୟ ପଭୃତିରେ ପାଣିର ସୁବିଧା ନଥିବା ବେଳେ

ବୁଥ ନଂ ୨୭ ମର୍ଜିତାପୁର ପ୍ରାଥମିକ ବିଦ୍ୟାଳୟ, ବୁଥ ନମ୍ବର ୩୨ ରଘୁନାଥପୁର ଶାସନ, ବୁଥ ନମ୍ବର ୭୫ କମ୍ପାଲୁ ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟ, ବୁଥ ନଂ ୭୯ ପାରିକ୍ଷେତ, ବୁଥ ନଂ ଖୁଂଟା ବାଜବାଟି ପ୍ରୋଜେକ୍ଟ ପାଥମିକ ବିଦ୍ୟାଳୟ, ଏବଂ ବୁଥ ନମ୍ବର ୧୮୨ ଚାନ୍ଦମୋଇନି ପ୍ରାଥମିକ ବଦ୍ୟାଳୟେ ବିଦ୍ୟୁତ ସୁବିଧା ନଥିବା ନେଇ ଜିଲ୍ଲାପାଳଙ୍କ ଧର୍ମଶାଳା ବ୍ଲକ ଅଧିକାରୀ ଜଣାଇଛନ୍ତି । ଏହି ସବୁ ବୁଥ ଗୁଡିକରେ କିଭଳି ସେବା ଉପଲ୍ୱଧ କରାଯାଇ ପାରିବ ସେଥିପ୍ରତି ଦୃଷ୍ଟି ଦିଆଯଉଛି ବୋଲି ଜିଲ୍ଲପାଳ ସୂଚନା ଦେଇଛନ୍ତି ।

Related Posts

About The Author

Add Comment