• About Us
  • Contact Us
  • Recruitment

Sandhan News

WISH YOU ENJOYFULL RATHAJATRA

WISH TO ALL READER AND DEVOTE ON THE EVE OF RATHAJATRA

SANDHANEWS.COM


Menu
  • ଓଡିଶା
  • ଜିଲ୍ଲା
    • ଅନୁଗୁଳ
    • କଟକ
    • ଯାଜପୁର
    • କନ୍ଧମାଳ
    • କଳାହାଣ୍ଡି
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଖୋର୍ଦ୍ଧା
    • କୋରାପୁଟ
    • ଗଞ୍ଜାମ
    • ଗଜପତି
    • ଜଗତସିଂହପୁର
    • ଝାରସୁଗୁଡ଼ା
    • ଢେଙ୍କାନାଳ
    • ଦେବଗଡ଼
    • ନବରଙ୍ଗପୁର
    • ନୟାଗଡ଼
    • ନୂଆପଡ଼ା
    • ପୁରୀ
    • ବରଗଡ଼
    • ବଲାଙ୍ଗୀର
    • ବାଲେଶ୍ବର
    • ବୌଦ୍ଧ
    • ମୟୁରଭଞ୍ଜ
    • ଭଦ୍ରକ
    • ମାଲକାନଗିରି
    • ରାୟଗଡ଼ା
    • ସମ୍ବଲପୁର
    • ସୁନ୍ଦରଗଡ଼
    • ସୁବର୍ଣ୍ଣପୁର
  • ରାଜନୀତି
  • ଜାତୀୟ
  • ଆନ୍ତର୍ଜାତୀୟ
  • ବାଣିଜ୍ୟ
  • ପ୍ରୟାସ
  • ସୀଡ୍
  • ଭିଡ଼ିଓ ଖବର
  • ଇ ପେପର (E Paper)
  • ମନୋରଞ୍ଜନ
  • ଅପରାଧ
  • ସ୍ବାସ୍ଥ୍ୟ
  • ଖେଳ
  • ସହର
    • କଟକ
    • ଭୁବନେଶ୍ୱର
    • ପୁରୀ
    • ବ୍ରହ୍ମପୁର
    • ରାଉରକେଲା
  • ଛବିରେ ଖବର
  • ସାହିତ୍ୟ
    • ଗଳ୍ପ
    • କବିତା
    • ଆମ ସଂସ୍କୃତି, କଳା ଓ ଐତିହ୍ୟ
  • ବ୍ୟକ୍ତିତ୍ବ
    • ବିରଳ ବ୍ୟକ୍ତିତ୍ବ
    • ସାକ୍ଷାତକାର
  • ଆପଣଙ୍କ ରିପୋର୍ଟ
  • ରାଶିଫଳ
  • ଆମ ପର୍ବ ପର୍ବାଣୀ
    • ପଣା ସଂକ୍ରାନ୍ତି
    • ଆମ ପିଠାପଣା
  • ଆମ ଐତିହ
  • SANDHAN LIVE TV
ତାଜା ଖବର
  • ଯାଜପୁରରେ ମାଇଁ ଭାରତ ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ
  • ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା -୨୦୨୬
  • ଏସଆଇଆରରେ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟର ଓ ଯୁବ ଭୋଟରଙ୍କୁ ତାଲିକାରେ ସାମିଲ ପାଇଁ ସୁଯୋଗ।
  • ଚ୍ଚଶିକ୍ଷାରତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ବ୍ୟାଟେରୀ ଚାଳିତ ତିନିଚକିଆ ଯାନ ପ୍ରଦାନ କାର୍ଯ୍ୟକ୍ରମ
  • ବନ୍ଧଡ଼ିହରେ ରାଜସ୍ବ ଶିବିର ଅଦାଲତ |
  • ଯାଜପୁରରେ ମା’ ବିରଜାଙ୍କ ରଥଯାତ୍ରା ଓ ଦୁର୍ଗାପୂଜା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
  • ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଯାଜପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।
  • ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
  • ଟାଙ୍ଗର ଗାଁ ରେ ନଅ ଟି ଛେଳି ଚୋରି, ତଲସରା ଥାନା ରେ ଅଭିଯୋଗ l
  • Operation Reconnect’ IGP Satyajit Nayak hands over 200 recovered mobile phones to owners in Jajpur
Home
ସହର
ରାଉରକେଲା
ସ୍ମାର୍ଟ ସିଟିରେ ହୁକାର ଆଧିପତ୍ୟ, ପୁଲିସ ନୀରବଦ୍ରଷ୍ଟ୍ରା

ସ୍ମାର୍ଟ ସିଟିରେ ହୁକାର ଆଧିପତ୍ୟ, ପୁଲିସ ନୀରବଦ୍ରଷ୍ଟ୍ରା

Biswajit Parida | December 12, 2019 |
Spread the love
     
ରାଉରକେଲା୧୨/୧୨ (ସନ୍ଧାନ ନିଉଜ): ସ୍ମାର୍ଟ ସିଟି ରାଉରକେଲା ଦିନକୁ ଦିନ ନିଶା କାରବାର ବଢିବାରେ ଲାଗିଛି । ମଦ, ଗଂଜେଇ, ଡ୍ରଗ୍ସ ନିଶାରେ ଯୁବପିଢୀ ମାତିଥିବା ବେଳେ ଏବେ ବିଭିନ୍ନ ସ୍ଥାନରେ ହୁକା ବାର ଚାଲୁଥିବା ଏକ ଅନୁସନ୍ଧାନରୁ ଜାଣିବାକୁ ମିଳିଛି । ରାଉରକେଲାର କିଛି ସମ୍ଭ୍ରାନ୍ତ ହୋଟେଲରେ ହୁକାବାର ଚାଲୁଥିବା ବେଳେ, ଏହାପ୍ରତି ଆକର୍ଷିତ ହେଉଛନ୍ତି ଆଜିର ଯୁବପିଢୀ! ରାଉରକେଲା ପୁଲିସ ପକ୍ଷରୁ ବିଭିନ୍ନ ଅଂଚଳରେ ସାଂଧ୍ୟ ଓ ରାତ୍ରି କାଳୀନ ପାଟ୍ରୋଂଲି କରାଯାଉଥିଲେ ସୁଦ୍ଧା ନିଶାଗ୍ରସ୍ତ
ଉଦଭ୍ରାନ୍ତ ଯୁବପିଢୀଙ୍କୁ ପୁଲିସ ଲଗାମ ଦେବାରେ ବିଫଳ ସାବ୍ୟସ୍ତ ହୋଇଛି ବୋଲି ସାଧାରଣରେ ଆଲୋଚନା ହେଉଛି । ସହରର ଯୁବପିଢୀ ମାନଙ୍କ ମଧ୍ୟରେ ନିଶାସେବନକୁ ନେଇ ଅଂଚଳର ବୁଦ୍ଧିଜିବୀ ମହଲରେ ତ୍ରୀବ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଗଂଜେଇ, ହୁକା ଓ ଡ୍ରଗ୍ସ ନିଶାରେ ମାତିଛନ୍ତି ଯୁବପିଢୀ! ସହରରେ ଥିବା ବିଭିନ୍ନ ପରିତ୍ୟକ୍ତ ଆରଏସପି କ୍ୱାର୍ଟର, ବହୁ ଦିନରୁ ବନ୍ଦ ପଡ଼ିଥିବା ସ୍କୁଲ, ବିଭିନ୍ନ ପଡ଼ିଆ ପାଖ ରାସ୍ତା ସମେତ ଅନ୍ୟାନ ଅନ୍ଧାରୁଆ ଗଳିକନ୍ଦି ନିଶାଗ୍ରସ୍ତ ଯୁବପିଢୀଙ୍କଭୁସ୍ୱର୍ଗ ପାଲଟିଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି । ସାଧାରଣତଃ ୧୮ରୁ ୩୦ ବର୍ଷ ବୟସର ଯୁବକ ମାନେ ସଂଜ ନଇଁଲେ ବିଭିନ୍ନ ଅନ୍ଧାରୁଆ ସ୍ଥାନରେ ମେଳି ଜମାଇ ନିଶାରେ ବୁଡ଼ି ରହୁଥିବା ଅଭିଯୋଗ ହୋଇଛି । ପୁଲିସର ନାଲିଆଖି ଏମାନଙ୍କ ପାଖରେ ପହଂଚିପାରୁନାହିଁ । ଫଳସ୍ୱରୂପ ଏମାନଙ୍କ ଉତ୍ପାତ ଦିନକୁ ଦିନ ବଢିବା ପରିବର୍ତେ ଥମିବାର ନାଁ ନେଉନାହିଁ । ନିଶାରେ ଚୁର ଯୁବପିଢୀ ମାନେ ସହରର ରାଜରାସ୍ତାରେ ଏଣେ ତେଣେ ଘୁରି ବୁଲିବା ସହ ଯିବା ଆସିବା କରୁଥିବା ଯୁବତୀ ଓ ମହିଳା ମାନଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବାକୁ ମଧ୍ୟ ପଛଘୁଂଚା ଦେଉନାହାନ୍ତି । ଆହୁରି ମଧ୍ୟ ବିଭିନ୍ନ ପ୍ରକାର ନାମିଦାମୀ କମ୍ପାନୀର ବାଇକ ଚଳାଇ ରାସ୍ତାରେ ବିପଦଜ୍ଜନକ ଷ୍ଟଂଟ ପ୍ରଦର୍ଶନ କରୁଥିବାରୁ ରାସ୍ତାରେ ଯାତାୟତ ବୟସ୍କ ବ୍ୟକ୍ତି, ଶିଶୁ, ମହିଳାଙ୍କ ଜୀବନ ପ୍ରତି ବିପଦକୁ ଟାଣି ଆଣୁଥିବା ସ୍ପଷ୍ଟ ଭାବେ ପ୍ରତୀୟମାନ ହେଉଛି । ଏଣୁଏଦିଗରେ ବିଭିନ୍ନ ଥାନା ପୁଲିସ ପକ୍ଷରୁ ଦୃଢ କାର‌୍ୟ୍ୟାନୁଷ୍ଠାନ ନିଆଯିବା ଲାଗି ସାଧାରଣରେ ଦାବି ହୋଇଛି

 

Related Posts

ମୋ ବାପାକୁ କିଏ ଦେଖିଛକି? ସେୟାର କରନ୍ତୁ ଖୋଜିବାରେ ସାହାର୍ଯ୍ୟ କରନ୍ତୁ

July 22, 2019 | Manas Kumar Rout |
ଅଧିକ ପଢନ୍ତୁ

କେନ୍ଦୁଝର: ଡିଜେଲ ଟ୍ୟାଙ୍କର ଜଳିଗଲା

March 14, 2020 | Manas Kumar Rout |
ଅଧିକ ପଢନ୍ତୁ

ଅଗ୍ନି-୫’ର ବ୍ୟବହାରିକର ସଫଳ ପରୀକ୍ଷଣ

June 4, 2018 | Manas Kumar Rout |
ଅଧିକ ପଢନ୍ତୁ

କନ୍ଧମାଳ ରେ ତୃଟିପୂର୍ଣ୍ଣ ହୋଲଡିଂ ଟ୍ୟାକ୍ସ ମୂଲ୍ୟାୟନର ଶୁଣାଣି ବନ୍ଦ ପାଇଁ ଦାବୀ

September 20, 2023 | Hemanta Bhainsa |
ଅଧିକ ପଢନ୍ତୁ

About The Author

Biswajit
More From This Author

Add Comment

Cancel reply

HAPPY NEW YEAR-2024

NETANKA SALARY PENSION

https://www.youtube.com/watch?v=F08PxOH-G8A&t=60s

ସ୍ୱତନ୍ତ୍ର

ମନେ ପଡନ୍ତି: ସ୍ୱାଧୀନତା ସଂଗ୍ରାମୀ ରମାଦେବୀ

ଗୁରୁ ନାନକ

ଚୈତନ୍ୟ

ପଦ୍ମଶ୍ରୀ ଜୟନ୍ତ ମହାପାତ୍ର

ପ୍ରତ୍ନତ‌ତ୍ତ୍ୱବିଦ୍ ରମେଶ ପ୍ରସାଦ ମହାପାତ୍ର

ସେପ୍ଟେମ୍ବର ମାସର ସନ୍ଧାନ ନିୟୁଜର ନିମ୍ନରେ ଥିବା ଲିଙ୍ଗରେ କ୍ଲିକ୍ କରି ଡାଉନଲୋଡ କରନ୍ତୁ

Buddhism during the Bhaumakara Period: A case of study on Social life in Odisha

ପରାଧୀନ ଭାରତର ମୁକ୍ତିପୀଠ ରକ୍ତତୀର୍ଥ ଇରମ

Urgent Required

  • Popular
  • Recent

Dibyadrasana

https://www.youtube.com/watch?v=Y2c8N7c5BzI&t=209s

ନୋଟିସ୍

ପ୍ରତିନିଧି ଆବଶ୍ୟକ 

ସ୍ୱତନ୍ତ୍ର ପ୍ରତିନିଧି ଆବଶ୍ୟକ, ଯୋଗାଯୋଗ-୯୪୩୭୮୧୯୩୭୫, ଶିକ୍ଷାଗତ ଯୋଗ୍ୟତା: +୩ (ସମ୍ମାନ) ବା ପ.ଜି ଯେକୈଣସି ବିଷୟରେ

FOR GOVT AND PRIVATE JOBS INFORMATION CONTACT-9437819735

Admission Open DU Public School Chandikhole Jajpur

Recent Posts

  • ଯାଜପୁରରେ ମାଇଁ ଭାରତ ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ
  • ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା -୨୦୨୬
  • ଏସଆଇଆରରେ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟର ଓ ଯୁବ ଭୋଟରଙ୍କୁ ତାଲିକାରେ ସାମିଲ ପାଇଁ ସୁଯୋଗ।
  • ଚ୍ଚଶିକ୍ଷାରତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ବ୍ୟାଟେରୀ ଚାଳିତ ତିନିଚକିଆ ଯାନ ପ୍ରଦାନ କାର୍ଯ୍ୟକ୍ରମ
  • ବନ୍ଧଡ଼ିହରେ ରାଜସ୍ବ ଶିବିର ଅଦାଲତ |
  • ଯାଜପୁରରେ ମା’ ବିରଜାଙ୍କ ରଥଯାତ୍ରା ଓ ଦୁର୍ଗାପୂଜା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
  • ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଯାଜପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।
  • ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
  • ଟାଙ୍ଗର ଗାଁ ରେ ନଅ ଟି ଛେଳି ଚୋରି, ତଲସରା ଥାନା ରେ ଅଭିଯୋଗ l
  • Operation Reconnect’ IGP Satyajit Nayak hands over 200 recovered mobile phones to owners in Jajpur

Alochana new episode

https://www.youtube.com/watch?v=h2Jlw6Dbk9g&t=31s

PURCHESH THIS BOOK ONLY @ rS-500

Copyright © 2026 Sandhan News 
  • About Us|
  • Contact Us|
  • Recruitment|