ସବଡେଗା ଓ ବଡ଼ଗାଁ ଅବକାରୀ ବିଭାଗ ଙ୍କ ଦ୍ୱାରା ଆତର୍କିତ ଚଢ଼ାଉ, ୪ଜଣ ଗିରଫ ହେବା ସହିତ କୋର୍ଟ ଚାଲାଣ

Spread the love

ସୁନ୍ଦରଗଡ ତା:୧୩/୮/୨୦୨୬( ସନ୍ଧାନ ନ୍ୟୁଜ) ଗତକାଲି ସବଡେଗା ଓ ବଡଗାଁ ଅବକାରୀ ବିଭାଗ ମିଳିତ ଭାବରେ ତଲସରା ଥାନା ଅନ୍ତର୍ଗତ ତୁମଳିଆ,ବୁଡ଼ା ବାହାଲ ଓ ଖମପୁର ଗ୍ରାମରେ ଆତର୍କିତ ଚଢ଼ାଉ କରି ୫୫ଲିଟର ଦେଶୀ ମହୁଲି ମଦ,୪୦କିଲୋଗ୍ରାମ ମହୁଲ ପୋଜ ଜବତ ସହିତ ୪ଜଣ ବ୍ୟକ୍ତି ଙ୍କୁ ଗିରଫ କରିଥିବା ସୂଚନା ମିଳିଛି l ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ପ୍ରମୋଦ କିସାନ (୩୭)କିଟୋ ବରୁଆ (୫୦)ସଂଜୀବ ଟପ୍ପୋ (୩୮)ଉଷା ଟପ୍ପୋ (୩୪) ବୋଲି ଜଣାପଡ଼ିଛି । ଅଭିଯୁକ୍ତଙ୍କ ନାମରେ ଏକ ମାମଲା ରୁଜୁ କରି କୋର୍ଟ ଚଲାଣ କରିଛି ଅବକାରୀ ବିଭାଗ ।

Related Posts

About The Author

Add Comment