ଶ୍ରୀ ଜଗନ୍ନାଥ ଚାରଣ ଗୋଷ୍ଟି ଓଡ଼ିଶା ପକ୍ଷରୁ ବୃକ୍ଷ ରୋପଣ। 

Spread the love
 ବଡଚଣା(ସନ୍ଧାନ ନ୍ୟୁଜ)   ଶ୍ରୀ ଜଗନ୍ନାଥ ଚାରଣ ଗୋଷ୍ଠି ପକ୍ଷରୁ ଦୁଇ ଦିନ ଧରି  ସହ ସମ୍ପାଦକ ଶ୍ରୀ ଦୁର୍ଯୋଧନ ବେହେରା ଙ୍କ ନେତୃତ୍ୱ ରେ ଯାଜପୁର ଜିଲ୍ଲାର ଥିବା ଗୋପାଳପୁର,ନୂଆପଡ଼ା,ସିଧିପୂର୍ ରାସ୍ତା ପାଖ,ଖେଳ ପଡ଼ିଆ ପାଖ,ବିଭିନ୍ନ ପୋଖରୀ ପାଖରେ ଫଳ ଓ ଔଷଧିୟ  ବୃକ୍ଷ ରୋପଣ କରାଯାଇଛି।ଏହି ପବିତ୍ର କାମରେ ଅନୁଷ୍ଠାନ ର ଅନ୍ୟ ସଭ୍ୟ ଚନ୍ଦନ କୁମାର ସ୍ୱାଇଁ,ଅଶୋକ କୁମାର ଦାସ,ଗଣେଶ୍ୱର ସାହୁ,ସତ୍ୟରଞ୍ଜନ ସାହୁ,ଅମରେନ୍ଦ୍ର ନାୟକ ଓ ତରୁଣ କୁମାର ସ୍ୱାଇଁ ସହଯୋଗ କରିଥିଲେ।ବୃକ୍ଷ ବଞ୍ଚିଲେ ପରିବେଶ ବଂଚିବା ର ବାର୍ତ୍ତା ପ୍ରଦାନ କରି ଅନୁଷ୍ଠାନ ତରଫରୁ ସମାଜ କୁ ଆହ୍ୱାନ ଦିଆଯାଇଥିଲା।ଏହି କାମକୁ ବହୁ ବୁଦ୍ଧିଜିବି ପ୍ରଶଂସା କରିବା ସହ ଆଗକୁ ଏହିଭଳି କାର୍ଯ୍ୟ ଜାରି ରଖିବାକୁ  ମତ ପ୍ରକାଶ କରିଥିଲେ।

Related Posts

About The Author

Add Comment