ଭୁବନେଶ୍ୱର, ୦୬/୦୪/ (ସନ୍ଧାନ ନିଉଜ୍)ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏପ୍ରିଲ୍ ମାସର ପ୍ରତିଦିନ କରୋନା କରୁଛି ନୂଆ ନୂଆ ରେକର୍ଡ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୫୮୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୩୪୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୪୬ଟି ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଅନୁଗୁଳରୁ ୫ ଜଣ, ବାଲେଶ୍ୱରରୁ ୧୩ ଜଣ, ବରଗଡ଼ରୁ ୨୧, ଭଦ୍ରକରୁ ୯ ଜଣ, ବଲାଙ୍ଗିରରୁ ୧୧ ଜଣ, କଟକରୁ ୩୦ ଜଣ, ଦେବଗଡ଼ରୁ ୪ ଜଣ, ଢେଙ୍କାନାଳରୁ ୬ ଜଣ, ଗଜପତିରୁ ଜଣେ, ଗଞ୍ଜାମରୁ ୨୭ ଜଣ, ଜଗତସିଂହପୁରରୁ ୩ ଜଣ, ଯାଜପୁରରୁ ୧୫ ଜଣ, ଝାରସୁଗୁଡ଼ାରୁ ୩୧ ଜଣ, କଳାହାଣ୍ଡିରୁ ୬୪ ଜଣ, କନ୍ଧମାଳରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟର ଦିନକୁଦିନ କାୟା ବିସ୍ତାର କରୁଛି କରୋନା; ପ୍ରତିଦିନ କରୁଛି ନୂଆ ନୂଆ ରେକର୍ଡ
Related Posts
ବିଧବା ବୃଦ୍ଧାଙ୍କ ଅକୁହା କଥା: ଭତ୍ତା ଓ ରାସନ କାର୍ଡ ପାଇଁ ଦ୍ୱାର ପାଖରେ ଅପକ୍ଷୋ
ଶୌଚାଳୟରେ ବ୍ୟବହୃତ ହେବ ପାକିସ୍ତାନ ମୁର୍ଦ୍ଦାବାଦ ଲେଖାଥିବା ଟାଇଲ୍ସ ! ଗୁଜରାଟ ମୋରବୀରେ ତିଆରି ହେଉଛି ପାକ୍ ବରୋଧୀ ଟାଇଲ୍ସ
କୋଭିଡ ଟିକାଦାନ ପାଇଁ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ ପହଁଚିଲା :୫ ଜଣ ବରିଷ୍ଠ ଅଧିକାରୀ ଙ୍କୁ ଦାୟିତ୍ୱ ପ୍ରଦାନ


