ବାଜି ରାଉତ ଙ୍କ ବଳିଦାନ ଦିବସ ପାଳିତ

Spread the love
  •  
  •  
  •  
  •  
  •  

ଚଣ୍ଡିଖୋଲ,୧୧/୧୦/୨୦ (ସନ୍ଧାନ ନିଉଜ) : ବାଜି ରାଉତ ଙ୍କ ବଳିଦାନ ଦିବସ ପାଳିତ । ସହୀଦ ବାଜି ରାଉତ ସ୍ମୃତି ସଂସଦ ବୃନ୍ଦାଦେଇପୁର ପକ୍ଷ ରୁ ବାଜି ରାଉତ ଙ୍କ ସହୀଦ ଦିବସ ପାଳନ କରାଚଯାଇଛି ।ଏହି ଦିବସ ରେ ସହୀଦ ଙ୍କ ପର୍ତ୍ତି ମୂର୍ତ୍ତି ରେ ମାଲୟପରଣ କରାଯାଇ ଏକ ପ୍ରଥ ପ୍ରାନ୍ତ ସଭା ସଂଘଠନ ର ଉପଦେଷ୍ଟା ଦେବବ୍ରତ ରାଉତ ଙ୍କ ସଭାପତି ତ୍ୱ ରେ ଅନୁଷ୍ଠିତ ହୋଇଥିଲା । ପ୍ରାରଭ ରେ ସଂସଦ ର ସଭାପତି ବାଜି ରାଉତ ଙ୍କ ସ୍ମୃତି ରେ ନିରବ ପ୍ରାଥନା କରିବା କୁ ନିବେଦନ କରିଥିଲେ ଓ ସମ୍ପାଦକ ସିଧାର୍ଥ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିଥି ରୂପେ ଶିଖାବିତ ଅଭିରାମ ଦାସ, ଅସ୍ୱୀନ କୁମାର ଦାସ ଓ ସାମ୍ବାଦିକ ଶଙ୍କର ପ୍ରତାପ ଦାସ ଯୋଗ ଦେଇ ବାଜି ରାଉତ ଙ୍କ ବଳିଦାନ ବିଷୟରେ ଆଲୋଚନା କରିଥିଲେ । ରମେଷ ଚନ୍ଦ୍ର ଶତପଥୀ ବାଜି ରାଉତ ଙ୍କ ଉପରେ ଏକ ସଂଗ୍ରାମୀ ସଙ୍ଗୀତ ଜ୍ଞାନ କରିଥିଲେ । ଏହି ଅବସର ରେ ଶିବ ସାମଲ ଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଥିଲା ଓ ହୁର୍ସିକେଶ ଶତପଥୀ ଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଦେବାଶିଷ ଶତପଥୀ ସମସ୍ତ ଙ୍କୁ ବାଜି ରାଉତ ଆଦର୍ଶ ରେ ଅନୁପ୍ରାଣୀତ ହେବା କୁ ନିବେଦନ କରିଥିଲେ

Related Posts

About The Author

Add Comment