ବରଗଡ ୧୬/୯/୨୬ (ସନ୍ଧାନ ନ୍ୟୁଜ) ମାଣ୍ଡୋସିଲ ଗ୍ରାମପଞ୍ଚାୟତର ଧାରୋଲ ଗ୍ରାମରେ ବିବି ବାରିକଙ୍କ ୭୫ ବର୍ଷ ବୟସରେ ଗଣେଷ ପୂଜା ଦିନ ଦେହାନ୍ତ ଘଟିଛି ।ତାଙ୍କ ପଛରେ ସେ ଦୁଇ ପୁଅ , ବୋହୂ, ସ୍ୱାମୀ ,ଝିଅ, ଓ ନାତି ନାତୁଣୀଙ୍କୁ ଛାଡି ଯାଇଛନ୍ତି । ସେ ପୂର୍ବତନ ଜିଲ୍ଲାପରିଷଦ ମନୋଜ ବାରିକଙ୍କ ମାଆ ଓ ଜୟପ୍ରକାଶ ବାରିକଙ୍କ ଧର୍ମପତ୍ନୀ ଅଟନ୍ତି । ତାଙ୍କ ବଡ଼ ପୁଅ ଶାନ୍ତ ବାରିକ ମୁଖାଗ୍ନି ଦେଇଥିବା ବେଳେ ଧାରୋଲ ଗ୍ରାମରେ ଅନ୍ତିମ ସଂସ୍କାରରେ ଅନେକ ଲୋକ ଉପସ୍ଥିତ ରହି ତାଙ୍କ ଶେଷଯାତ୍ରାରେ ସାମିଲ ହୋଇଥିଲେ । ସେ ସ୍ୱଭାବରେ ଜଣେ ସରଳ,ମିଷ୍ଟଭାଷୀ ଓ ପରୋପକାରୀ ମହିଳା ଥିଲେ ।
ତାଜା ଖବର
- ବାଜି ରାଉତଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ ଜଣାଇଲେ ଆଇଜିପି ଡ. ସତ୍ୟଜିତ ନାୟକ
- ହାତରେ ହାତ ମିଶାଇ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ମା’ ଦୁର୍ଗାଙ୍କ ପୂଜା: ଆଇଜିପି ସତ୍ୟଜିତ ନାୟକ
- ସାରମସିଲିରେ ଜଙ୍ଗଲୀ ବରାହ ଆକ୍ରମଣ: ଜଣେ ଗୁରୁତର, ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି
- ଝାଲପଡା ପଞ୍ଚାୟତରେ ଦୁର୍ନୀତି ଅଭିଯୋଗ,ସାମ୍ବାଦିକ ସମ୍ମିଳନୀ କଲେ ଗ୍ରାମବାସୀ
- ଫର୍ମ-୬ରୁ ଅତିରିକ୍ତ ଘୋଷଣାନାମା ହଟାଇଲେ ଭାରତ ନିର୍ବାଚନ ଆୟୋଗ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ୫୦୦ ଘର ଡେଲକି ଖଡ଼ିଆ ସମାଜ ନୂଆଖାଇ ଭେଟଘାଟ-୨୦୨୬ ରେ ଯୋଗଦେଲେ ତଳସରା ବିଧାୟକ ତଥା ଉପବାଚସ୍ପତି ମହୋଦୟ
- Satyajit Naik’s Career Reflects Policing Across Security, Disaster Response and Mass Gatherings
- ଦ୍ୱିତୀୟା ପୂଜା ଓ ଘାଣ୍ଟ ତରକାରୀ: ଓଡ଼ିଆ ମାଟିର ମମତା, ପରମ୍ପରା ଓ ପାରିବାରିକ ଭାବନା
- ଓଡ଼ିଶା ବିଜେପି ପ୍ରଭାରୀ ପୁରନ୍ଦେଶ୍ୱରି ଙ୍କ ଜଗନ୍ନାଥ ଦର୍ଶନ



