କେନ୍ଦୁଝର,୮/୩ (ସନ୍ଧାନ ନିୟୁଜ) ଏକଦୁର୍ବୁତ୍ତ ଚୋରି ବାଇକ୍ ଚଳାଉ ଥିବାବେଳେ ଦୃଘଟଣା ଘଟାଇଲା ଫଳରେ ପୋଲିସ୍ ଦୃବୁତକୁ ଧରିବାରେ ସକ୍ଷମ ହୋଇଛି।କେନ୍ଦୁଝର ସହରର ଗାନ୍ଧୀଛକନିକଟରେ ଥିବା ପ୍ରିୟା ଏଲକ୍ଟ୍ରିକାଲ ଦୋକାନିର କର୍ମଚାରୀ ସୁରେନ୍ଦ୍ର ମହାନ୍ତଙ୍କ ଓଡି ୦୯ ଇ ୦୫୦୨ ନମ୍ବର ହିରୋହୁଣ୍ଡା ସି ଡି ଡିଲକ୍ସ ବାଇକ୍ ଗତ୫ତାରିଖ ସନ୍ଧ୍ୟାରେ ଚୋରି ହୋଇଥିଲା।ଅନେଇ ସେ ଗତ୬ତାରିଖରେ ଟାଉନ ଥାନାରେ ଅଭିଯୋଗ କରିଥିଲେ।ତାଙ୍କ ବାଇକ୍ ଥାନା ସମ୍ମୁଖରେ ଥିବା ଦେଖି ସୁରେନ୍ଦ୍ର ତୁରନ୍ତ ଗାଡିକାଗଜ ପତ୍ର ତାଉନୁ ଥାନାରେ ଦାଖଲ କରିଥିଲେ।ମୋଟର ସାଇକେଲ ଚୋରି କରିଥିବଵା ସୁରଜ ନାୟକ୬ତାରିଖ ଦିନ ଏହି ଦୁର୍ଘଟଣା ଘଟାଇଥିଲା। ଲୋକେସୁରୁଜକୁ ନିସ୍ତୁକ ମାଡ଼ମାରି ଗାଡିସହ ତାକୁ ପୋଲିସ୍ ର ଯିମା ଦେଇଥିଲେ।ପୋଲିସ୍ ସୁରୁଜ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।।କେନ୍ଦୁଝର /ଏକଦୁର୍ବୁତ୍ତ ଚୋରି ବାଇକ୍ ଚଳାଉ ଥିବାବେଳେ ଦୃଘଟଣା ଘଟାଇଲା ଫଳରେ ପୋଲିସ୍ ଦୃବୁତକୁ ଧରିବାରେ ସକ୍ଷମ ହୋଇଛି।କେନ୍ଦୁଝର ସହରର ଗାନ୍ଧୀଛକନିକଟରେ ଥିବା ପ୍ରିୟା ଏଲକ୍ଟ୍ରିକାଲ ଦୋକାନିର କର୍ମଚାରୀ ସୁରେନ୍ଦ୍ର ମହାନ୍ତଙ୍କ ଓଡି ୦୯ ଇ ୦୫୦୨ ନମ୍ବର ହିରୋହୁଣ୍ଡା ସି ଡି ଡିଲକ୍ସ ବାଇକ୍ ଗତ୫ତାରିଖ ସନ୍ଧ୍ୟାରେ ଚୋରି ହୋଇଥିଲା।ଅନେଇ ସେ ଗତ୬ତାରିଖରେ ଟାଉନ ଥାନାରେ ଅଭିଯୋଗ କରିଥିଲେ।ତାଙ୍କ ବାଇକ୍ ଥାନା ସମ୍ମୁଖରେ ଥିବା ଦେଖି ସୁରେନ୍ଦ୍ର ତୁରନ୍ତ ଗାଡିକାଗଜ ପତ୍ର ତାଉନୁ ଥାନାରେ ଦାଖଲ କରିଥିଲେ।ମୋଟର ସାଇକେଲ ଚୋରି କରିଥିବଵା ସୁରଜ ନାୟକ୬ତାରିଖ ଦିନ ଏହି ଦୁର୍ଘଟଣା ଘଟାଇଥିଲା। ଲୋକେସୁରୁଜକୁ ନିସ୍ତୁକ ମାଡ଼ମାରି ଗାଡିସହ ତାକୁ ପୋଲିସ୍ ର ଯିମା ଦେଇଥିଲେ।ପୋଲିସ୍ ସୁରୁଜ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା
Report- Prasanta Samal



