୪ ଅଗଷ୍ଟ ପ୍ରଯନ୍ତ ଅମରନାଥ ଯାତ୍ରା ସ୍ଥଗିତ
ଜାମ୍ମୁକାଶ୍ମୀର, ୩୧/୭ (ସନ୍ଧାନ ନିଉଜ): କିଛି ଦିନ ପୂର୍ବରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଏବେ ଏହି ଯାତ୍ରାକୁ ସ୍ଥଗିତ ରଖାଯାଇଛି ।
ଖରାପ ପାଗ ଯୋଗୁଁ ଅମରନାଥ ଯାତ୍ରା ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି । ଏବେ ୪ ଅଗଷ୍ଟ ଯାଏଁ ସ୍ଥଗିତ ରହିଛି ଅମରନାଥ ଯାତ୍ରା । ତେବେ ପ୍ରବଳ ବର୍ଷା ଯୋଗୁଁ ଜମ୍ମୁରେ ତୀର୍ଥଯାତ୍ରୀମାନେ ଆଗକୁ ଯାଇପାରୁ ନଥିବା ସୂଚନା ମିଳିଛି ।
Related Posts
About The Author