୨ ବାଇକ୍ ମୁହାଁମୁହିଁ ଧକ୍କା ୩ ମୃତ

Spread the love
  •  
  •  
  •  
  •  
  •  

ମାଲକାନଗିରି, ୧୯/୦୧/୨୧ (ସନ୍ଧାନ ନିଉଜ) : ମାଲକାନଗିରି ଜୟପୁର ଜାତୀୟ ରାଜପଥ ବିଜାଘଟିରେ ଆଜି ରାତ୍ରରେ ୨ ଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ତିନିଜଣ ମୃତ୍ୟୁ ହୋଇଛି। ପରିଚୟ ମିଳିନଥିବାବେଳେ ମାଲକାନଗିରି ଥାନା ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।

Related Posts

About The Author

Add Comment