ସୁନ୍ଦରଗଡ ତା:୬/୯/୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ ) ସୁନ୍ଦରଗଡ଼ ଜିଲ୍ଲାରେ ଅବକାରୀ ବିଭାଗ ତରଫରୁ ମଦ ବେପାରୀଙ୍କ ଉପରେ ଜିଲ୍ଲା ମାଜିଷ୍ଟ୍ରେଟ ଙ୍କ ତତ୍ୱାବଧାନରେ ରୀତିମତ ଭାବରେ ଚାଲିଛି ଚଢ଼ାଉ । ଏହି ସଂସ୍କରଣରେ ଲେଫ୍ରିପଡା ବ୍ଲକରେ ବେଆଇନ ମଦ ବେପାରୀଙ୍କୁ ଆୟତ କରିବାପାଇଁ ମାଜିଷ୍ଟ୍ରେଟଙ୍କ ନିର୍ଦେଶରେ ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ ଜଣେ ମଦ ପ୍ରସ୍ତୁତ କର୍ତା ଧରପଡିଥିବାବେଳେ ତାଙ୍କର ୧୦୦୦୦ କିଲୋଗ୍ରାମର ମହୁଲ ପୋଚ ଲେଫ୍ରିପଡା ପୋଲିସ ନଷ୍ଟ କରିବା ସହିତ ମହୁଲ ପୋଚ ଡ୍ରମ ସବୁ ପୋଡ଼ିଦେଇଥିବା ଜଣାପଡିଛି ।ମଦ ପ୍ରସ୍ତୁତ କରୁଥିବା ଅଭିଯୁକ୍ତ ଜଣକ ଶିର କିଷାନ ବୋଲି ସୁତ୍ରରୁ ଜଣାପଡଡିଥିବାବେଳେ ସେ ଦଲକୀ ଝରଣ ଯନ୍ଗ୍କରେ ଏହି ବେଆଇନ କାରବାର କରୁଥିବାର ଜଣାପଡିଛି । ଏହାର ଖବର ପାଇବା ପରେ ଲେଫ୍ରିପଡା ପୋଲିସ ମା
୧୦,୦୦୦ କିଲୋଗ୍ରାମ ମହୁଲ ପୋଚ ନଷ୍ଟ କରିବା ସହ ଅଭିଯୁକ୍ତ ଗିରଫ
|
September 6, 2021 |
