ହୋଲି ରେ ଶହେ ଗଛ ଲଗାଇ ପକୃତି କୁ ସବୁଜିମା କରିବାକୁ ବାର୍ତା

Spread the love
ଜେନାପୁର/୨୯/୦୩/  (ସନ୍ଧାନ ନିଉଜ୍)  ପବିତ୍ର ରଙ୍ଗର ପର୍ବ ହେଉଛି ହୋଲି। କୋଭିଡ କଟକଣା କୁ ନେଇ ଏଥର ଥିଲା ହୋଲି ଟିକିଏ ନିଆରା। ହୋଲି ରେ ରଙ୍ଗ ଲଗେଇବାର  ରୀତି ଅଛି।ଏହି ପବିତ୍ର ଦିନରେ ପ୍ରକୃତି କୁ ରଙ୍ଗେଇବା ପାଇଁ ଆରମ୍ଭ ହୋଇଛି ଏକ ନିଆରା ପ୍ରୟାସ। ପ୍ରକୃତି କୁ ସବୁଜିବା କରିବା ଆଉ ହୋଲି ରେ ଗଛ ଲଗାଇବା ଖେଳ ପଢ଼ିଆ ର   ଚାରିପାଖରେ ବୃକ୍ଷ ରୋପଣ ପାଇଁ  ରାଇଚନ୍ଦା ଗ୍ରାମ ପଞ୍ଚାୟତ ର ସିଧାପାଳ ଗ୍ରାମର। ମେଘାଷ୍ଟାର କ୍ରିକେଟ ପିଲାମାନେ ଚଳିତ  କ୍ରିକେଟ ସିରିଜ ରେ ମନସ୍ତ କରିଥିଲେ। ଆଜି ହୋଲି ରେ ଶହେ ଟି ଚାରା ଲଗାଇ ଏକ ନିଆରା  ବାର୍ତା ବାଣ୍ଟିଛନ୍ତି। କ୍ଳବ ର ପରିଚାଳକ ବାଦଲ ଙ୍କ ସହ ସଚେତନ ନାଗରିକ ମଂଚ ର ଆବାହକ ସରୋଜ ବେହେରା ଓ  ଅଜୟ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

Related Posts

About The Author

Add Comment