ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

Spread the love
ନୂଆଦିଲ୍ଲୀ,  ୩/୨/୨୦ (ସନ୍ଧାନ ନିଉଜ) : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସୁସ୍ଥ। ଆଜି ସଂଧ୍ୟାରେ ପ୍ରବଳ ଜ୍ଵର ହେବା ସହ ନିିଶ୍ଵାସ ନେବାରେ ଅସୁବିଧା ହେବାଯୋଗୁ ତାଙ୍କୁ ଦିଲ୍ଳୀର ସାର ଗଙ୍ଗାରାମ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

Related Posts

About The Author

Add Comment