ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ କାର୍ଡ ବଣ୍ଟନର ପ୍ରସ୍ତୁତି

Spread the love
  •  
  •  
  •  
  •  
  •  

ସୁନ୍ଦରଗଡ ତା:୧୩/୯/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ ) ସୁନ୍ଦରଗଡ ଜିଲ୍ଲାରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଉରକେଲା ଠାରେ ସ୍ବାସ୍ଥ୍ୟ କାଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହା ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ କେତେକ ମନ୍ତ୍ରୀଙ୍କ ଉପସ୍ଥିତି ରେ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ସଂସ୍କରଣରେ ସବଡେଗା ବ୍ଲକରେ ଆଦିବାସୀ ମନ୍ତ୍ରୀଙ୍କ ଯୋଗଦେବା କାଯ୍ୟକ୍ରମ ରହିଥିବା ବେଳେ ,ତା ପରେପରେ ହମିରପୁର ଓ କରମଡିହି ପଞ୍ଚାୟତରେ କାର୍ଯ୍ୟକ୍ରମ ରହିଛି । ଏହି ବଣ୍ଟନ କାର୍ଯ୍ୟ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ବିଡ଼ିଓ ପ୍ରିୟଦର୍ଶନୀ ନାରାୟଣୀ ପଣ୍ଡା ସୂଚନା ଦେଇଛନ୍ତି । ଏହି ସ୍ବାସ୍ଥ୍ୟ କାଡ଼ ହିତାଧିକାରୀଙ୍କ ସହିତ
ପରିବାରବର୍ଗଙ୍କୁ ସହାୟକ ହେବ ବୋଲି ବ୍ଲକ ଅଧ୍ୟକ୍ଷ ମନୋଜ ବାରୁଆ ପ୍ରକାଶ କରିଛନ୍ତି ।

Related Posts

About The Author

Add Comment