ସୁନ୍ଦରଗଡ ବନ୍ଦ ଡାକରା,ଟ୍ରକ ମାଲିକ ସଂଘ

Spread the love
  •  
  •  
  •  
  •  
  •  

ସୁନ୍ଦରଗଡ ତା:୧୬/୯ /୨୦୨୧ (ସନ୍ଧାନ ନିଉଜ /ରାଜୁ ପଟେଲ ) ସୁନ୍ଦରଗଡ ବନ୍ଦ ଡାକରା ଦେଇଛି ଟ୍ରକ ମାକିକ ସଂଘ । ସୁନ୍ଦରଗଡ ହିମଗିର ଅଂଚଳରେ ଥିବା ଟ୍ରାନ୍ସପୋର୍ଟର ମାନେ ଟ୍ରକ ମାଲିକଙ୍କୁ ଠିକ ଭାବରେ ଟଙ୍କା ଦେଉ ନ ଥିବା ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ଫଳପ୍ରଦ ହୋଇ ନ ଥିବା ସୂଚନା ମିଳିଛି । ଏହି ପ୍ରସଙ୍ଗରେ କାଲି ସୁନ୍ଦରଗଡ ବନ୍ଦ ଡାକରା ଦେଇଛି ଟ୍ରକ ମାଲିକ ସଂଘ । ଜିଲ୍ଲାର ସମସ୍ତ ଦୋକାନ ବୁଲି ସମସ୍ତ ଦୋକାନି ମାନକୁ ଅନୁରୋଧ କରିବା ସହ ଆସନ୍ତା ସକାଳ ୬ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବନ୍ଦ ରଖିବାକୁ ଅନୁରୋଧ କରିଛନ୍ତି ।

Related Posts

About The Author

Add Comment