ସିଏଏ ବିରୋଧୀ ସମାବେଶକୁ ସମର୍ଥନ କଲା କଂଗ୍ରେସ

Spread the love
ଭୁବନେଶ୍ୱର, ୨୩/୦୧/୨୦ (ସନ୍ଧାନ ନିଉଜ) : ନାଗରିକତା ସଂଶୋଧନ ଆଇନ(ସିଏଏ), ଏନଆରସି ଓ ଏନପିଆର ପ୍ରତ୍ୟାହାର ଦାବିରେ ଆସନ୍ତା ୩୦ ତାରିଖରେ ଭୁବନେଶ୍ୱରରରେ ହେବ ବିଶାଳ ସମାବେଶ। ଏହାକୁ ପ୍ରଦେଶ କଂଗ୍ରେସ ସମର୍ଥନ କରିଛି। ‘ଆମେ ଭାରତବାସୀ’ ପକ୍ଷରୁ ଆୟୋଜିତ ଏହି ସମାବେଶରେ ସାମିଲ ହେବା ପାଇଁ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଓ ନେତାମାନଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ୱାନ କରିଛନ୍ତି।

Related Posts

About The Author

Add Comment