ସୁବର୍ଣ୍ଣପୁର/ସନ୍ଧାନ ନ୍ୟୁଜ: ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସର୍ବସାଧାରଣ ଶୌଚାଳୟ କାମରେ ଆସୁନି। ସୁବର୍ଣ୍ଣପୁର ର ପ୍ରସିଦ୍ଧ ଶୈବ ପୀଠ ଶ୍ରୀ ଶ୍ରୀ ସୁବର୍ଣ୍ଣମେରୁ ମନ୍ଦିର ସାମାନାରେ ଭକ୍ତଙ୍କ ଉଦ୍ଦେଶ୍ୟ ରେ ନିର୍ମିତ ହେଇଥିଲା ସର୍ବସାଧାରଣ ଶୌଚାଳୟ। ଏଥି ପାଇଁ ମୁକ୍ତା ଯୋଜନାରୁ ବ୍ୟାପକ ଅର୍ଥ ମଧ୍ୟ ବରାଦ ହୋଇଥଲା କିନ୍ତୁ ତାହା ବନ୍ଦ ପଡିଛି। ପ୍ରଭୁ ସୁବର୍ଣ୍ଣମେରୁ ମନ୍ଦିର ଠାରେ ଶ୍ରାବଣ ମାସରେ ମାସ ସାରା ଜଳଶାୟୀ ତଥା ଭକ୍ତଙ୍କ ଗହଳି ଲାଗି ରହୁ ବେଳେ ଭକ୍ତ ମାନେ ଏଣେ ତେଣେ ପରିସ୍ରା କରିବାକୁ ବାଧ୍ୟ ହେଉଛନ୍ତି। ଆଜି ମଧ୍ୟ ଶ୍ରାବଣ ସୋମବାର ଯୋଗୁଁ ହଜାର ହଜାର ସଂଖ୍ୟାରେ ଜନସମାଗମ ହୋଇଥିବା ବେଳେ ତାହା ବନ୍ଦ ପଡ଼ିଥିବା ଦେଖାଯାଇଥିଲା। ଏ ନେଇ ଭକ୍ତ ଙ୍କ ମନରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ସ୍ଥାନୀୟ ବୁଦ୍ଧିଜୀବି ମାନେ ସୋନପୁରରେ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟକ୍ରମ କେବଳ ଅଫିସର ଓ ଠିକାଦାର ମାନଙ୍କ ସ୍ବାର୍ଥରେ ଉଦ୍ଦିଷ୍ଟ ବୋଲି ମତ ଦେଇଛନ୍ତି।
ତାଜା ଖବର
- ବିଜେଡି ପକ୍ଷରୁ ସୁନ୍ଦରଗଡରେ ପ୍ରତିବାଦ ସଭା କାର୍ଯ୍ୟକ୍ରମ
- କବାଟବନ୍ଧ ବ୍ରାହ୍ମଣୀ ବ୍ରିଜ ଜାତୀୟ ରାଜପଥ ରୁ ୨ ଟି ବନ୍ଧୁକ ସହିତ ୩ ଟି ଭୁଜାଲି ଏବଂ ପୋଷାକ ଜବତ, ଖସିଗଲେ ଦୃବୃତ।
- ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ ଧାନର ଅଭାବୀ ବିକ୍ରି ପ୍ରତିବାଦରେ
- ସବଡେଗା ରାଜୀବଗାନ୍ଧୀ ଗୃହରେ ଜନଶୁଣାଣୀ କାର୍ଯ୍ୟକ୍ରମ
- ଶଶୁର ଘର ପାଖରେ ସ୍ତ୍ରୀ ଦ୍ୱାରା ସ୍ଵାମୀ କୁ ଗଛରେ ବାନ୍ଧି ମାଡ଼ ମାରଯିବା ର ଏକ ଭିଡିଓ ଭାଇରଲ
- ଓଡ଼ିଶାର ସମୃଦ୍ଧ ଇତିହାସ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ ଭଳି କାର୍ଯ୍ୟ କରୁ: ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
- ବାଲି ଚୋରି ଉପରେ ଲାଗିବ ଲଗାମ,ନିୟମରେ ହେବ ପରିବର୍ତ୍ତନ
- ଏପଟେ ଘନଘନ ବିଦ୍ୟୁତ୍କାଟ୍ ହେଉଥିବା ବେଳେ ସେପଟେ ଦିନରେ ଜଳୁଛି ଷ୍ଟ୍ରିଟ୍ ଲାଇଟ୍
- ଫୁଲବାଣୀ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ପାଠପଢା
- सुंदरगढ़ के पेनकक सिलाट एसोसिएशन द्वारा आयोजित आत्मरक्षा समर कैंप