ସୁବର୍ଣ୍ଣପୁର/ସନ୍ଧାନ ନ୍ୟୁଜ: ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସର୍ବସାଧାରଣ ଶୌଚାଳୟ କାମରେ ଆସୁନି। ସୁବର୍ଣ୍ଣପୁର ର ପ୍ରସିଦ୍ଧ ଶୈବ ପୀଠ ଶ୍ରୀ ଶ୍ରୀ ସୁବର୍ଣ୍ଣମେରୁ ମନ୍ଦିର ସାମାନାରେ ଭକ୍ତଙ୍କ ଉଦ୍ଦେଶ୍ୟ ରେ ନିର୍ମିତ ହେଇଥିଲା ସର୍ବସାଧାରଣ ଶୌଚାଳୟ। ଏଥି ପାଇଁ ମୁକ୍ତା ଯୋଜନାରୁ ବ୍ୟାପକ ଅର୍ଥ ମଧ୍ୟ ବରାଦ ହୋଇଥଲା କିନ୍ତୁ ତାହା ବନ୍ଦ ପଡିଛି। ପ୍ରଭୁ ସୁବର୍ଣ୍ଣମେରୁ ମନ୍ଦିର ଠାରେ ଶ୍ରାବଣ ମାସରେ ମାସ ସାରା ଜଳଶାୟୀ ତଥା ଭକ୍ତଙ୍କ ଗହଳି ଲାଗି ରହୁ ବେଳେ ଭକ୍ତ ମାନେ ଏଣେ ତେଣେ ପରିସ୍ରା କରିବାକୁ ବାଧ୍ୟ ହେଉଛନ୍ତି। ଆଜି ମଧ୍ୟ ଶ୍ରାବଣ ସୋମବାର ଯୋଗୁଁ ହଜାର ହଜାର ସଂଖ୍ୟାରେ ଜନସମାଗମ ହୋଇଥିବା ବେଳେ ତାହା ବନ୍ଦ ପଡ଼ିଥିବା ଦେଖାଯାଇଥିଲା। ଏ ନେଇ ଭକ୍ତ ଙ୍କ ମନରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ସ୍ଥାନୀୟ ବୁଦ୍ଧିଜୀବି ମାନେ ସୋନପୁରରେ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟକ୍ରମ କେବଳ ଅଫିସର ଓ ଠିକାଦାର ମାନଙ୍କ ସ୍ବାର୍ଥରେ ଉଦ୍ଦିଷ୍ଟ ବୋଲି ମତ ଦେଇଛନ୍ତି।
ତାଜା ଖବର
- ନଅ ଅଙ୍କ ଦୁର୍ଭିକ୍ଷ ଵିଷୟରେ ଫକୀରମୋହନ ସେନାପତି ତାଙ୍କ ଆତ୍ମଜୀଵନୀରେ “ଓଡ଼ିଶା ଦୁର୍ଭିକ୍ଷ” ଶୀର୍ଷକରେ ଏକ ପ୍ରସଙ୍ଗ ଲେଖୁଛନ୍ତି। ତାହା ଏଠାରେ ସମ୍ପୂର୍ଣ୍ଣ ଉପସ୍ଥାପନ କରାଗଲା …
- ସିଏମ-କିଷାନ ଯୋଜନାର ଶୁଭାରମ୍ଭ ନୂଆଁଖାଇ ରୁ
- ଏସଟି ମୋର୍ଚ୍ଚା ସଦସ୍ୟତା ଅଭିଯାନର ରାଜ୍ୟ କନଭେନର ଭାବେ କରେନ୍ଦ୍ର ମାଝୀ ନିଯୁକ୍ତ
- ବାଲିଗୁଡ଼ାରେ ଘରୋଇ ଚକ୍ଷୁ ଡାକ୍ତରଖାନାର ଉଦଘାଟନ
- ୟୁକୋ ବ୍ୟାଙ୍କରେ ନକଲି ସୁନାଋଣ ଦୁର୍ନୀତି: ନକଲି ଅଳଙ୍କାର ରଖି ୫୫ ଲକ୍ଷ ଟଙ୍କା ଆତ୍ମସାତ୍ :ଉଚ୍ଚ ସ୍ତରୀୟ ତଦନ୍ତ ଆରମ୍ଭ
- ସୁରେନ୍ଦ୍ର ବରାଳ ଜଣେ ପରୋପକାରୀ ଦରଦୀ ମଣିଷ ଥିଲେ
- ବାଘଛାଲ କାରବାର ବେଳେ ବନ ବିଭାଗର ଚଢ଼ାଉ: ବନ୍ଧୁକ ସହ ବାଇକ ଜବତ, ୩ ଗିରଫ
- ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅବସରରେ ବ୍ଲକ୍ ସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା
- ଘେରିବନ୍ଧ ମରାମତିରେ ଦୁର୍ନିତି ଅଭିଯୋଗ,ତଦନ୍ତ କଲେ ବିଭାଗୀୟ ଅଧ୍କାରୀ
- ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଏସୟୁଜେ ର ୭ ଦଫା ଦାବି ପତ୍ର