ସରକାରୀ ହସ୍ପିଟାଲରେ ରକ୍ତାଭାବ

Spread the love
ରାଉରକେଲା, ୦୩/୦୪ (ସନ୍ଧାନ ନିୟୁଜ): କୋରୋନା ମୁକାବିଲା ପାଇଁ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ଅଣ୍ଟା ଭିଡିଥିବା ବେଳେ ରାଉରକେଲା ସରକାରୀ ହସ୍ପିଟାଲ ବ୍ଲଡ଼ ବ୍ୟାଙ୍କରେ ଦେଖାଦେଇଛି ରକ୍ତର ଘୋର ଅଭାବ । ଲାକଡାଉନ ଯୋଗୁଁ ହସ୍ପିଟାଲ ପରିସର ବାହାରେ ରକ୍ତ ସଂଗ୍ରହ କ୍ୟାମ୍ପ ମଧ୍ୟ ବନ୍ଦ ରହିଛି । କୋରୋନା ପାଇଁ ହୋଇଥିବା ଲକ ଡାଉନ କାରଣରୁ କେହି ରକ୍ତ ଦେବାକୁ ଆସି ପାରୁନଥିବା ଜଣା ପଡ଼ିଛି ।

Related Posts

About The Author

Add Comment