Homeଜିଲ୍ଲା ପରିକ୍ରମାପୁରୀସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ୨ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ୨ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି Sandhan News | October 15, 2019 | Spread the love ପୁରୀ, ୧୫/୧୦ (ସନ୍ଧାନ ନିଉଜ) : ପୁରୀ ସମୁଦ୍ରରେ ଗାଧୋଇବା ବେଳେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଧୋଇବା ବେଳେ ଦିଗବାରେଣି ଖୁଣ୍ଟି ନିକଟରେ ୨ ଜଣ ଯୁବକ ଭାସି ଯାଇଥିବା ଜଣାପଡ଼ିଛି। ଲାଇଫ ଗାର୍ଡ଼ ଓ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। Related Posts ସିବିଆଇ ଜାଲରେ ମନ୍ତ୍ରୀଙ୍କ ପୁଅ July 12, 2018 | Manas Kumar Rout | ଅଧିକ ପଢନ୍ତୁ କେନ୍ଦୁଝର: ଚେମଣାରେ ହାତୀ ଆତଙ୍କ, ଗ୍ରାମବାସୀ ଭୟଭୀତ June 11, 2018 | Manas Kumar Rout | ଅଧିକ ପଢନ୍ତୁ ଫିରିଙ୍ଗିଆ ବ୍ଲକର ବିଭିନ୍ନ ସ୍କୁଲରେ ଚୋରି ହୋଇଥିବା ଘଟଣାର ପର୍ଦାଫାଶ:୭ ଜଣ ନାବାଳକ ଅଟକ May 25, 2023 | Hemanta Bhainsa | ଅଧିକ ପଢନ୍ତୁ ବୁଢାବଳଙ୍ଗ ନଦୀରୁ ବେଆଇନ୍ ବାଲି ଚାଲାଣ; ୨ ଜଣକୁ ଗିରଫ୍ June 29, 2020 | Sandhan office news | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ଫିରିଙ୍ଗିଆ ବ୍ଲକର ବିଭିନ୍ନ ସ୍କୁଲରେ ଚୋରି ହୋଇଥିବା ଘଟଣାର ପର୍ଦାଫାଶ:୭ ଜଣ ନାବାଳକ ଅଟକ May 25, 2023 | Hemanta Bhainsa | ଅଧିକ ପଢନ୍ତୁ