Homeଜିଲ୍ଲା ପରିକ୍ରମାକେନ୍ଦୁଝରଲୋଡର ଆଘାତରେ ମୋଟରସାକେଲ ଆରୋହୀ ଗୁରୁତର ଲୋଡର ଆଘାତରେ ମୋଟରସାକେଲ ଆରୋହୀ ଗୁରୁତର Santosh Rout | May 23, 2018 | Spread the love21 21Shares ଯୋଡା- ୨୩/୦୫ : (sandhan news / N Jena ) ମଙ୍ଗଳବାର ରାତି ପ୍ରାୟ ସାଢେ ୮ଟା ସମୟରେ କମାରଯୋଡା ସରକାରୀ ଡାକ୍ତରଖାନା ସମ୍ମୁଖରେ ଏକ ଲୋଡର ଆଘାତରେ ଜଣେ ମୋଟରସାଇକେଲ ଆରୋହୀ ଗୁରୁତର ହୋଇଥିବା ଜଣାପଡିଛି। ଆହତ ବ୍ୟକ୍ତି ଜଣଙ୍କ ହେଲେ ରାଉତ ମୁଣ୍ଡା ଏବଂ ଘର କମାରଯୋଡାରେ ବୋଲି ଜଣାପଡିଛି। ରାଉତ ମୁଣ୍ଡା ରକ୍ତାକ୍ତ ଅବସ୍ଥାରେ ସଂଗ୍ୟାହୀନ ହୋଇ ରାସ୍ତା ଉପରେ ପଡିଥିବା ବେଳେ ତାଙ୍କୁ କେତେ ଜଣ ସ୍ଥାନୀୟ ଯୁବକ ଯୋଡାସ୍ଥିତ ଟାଟା ଡାକ୍ତାରଖାନାକୁ ଆଣିଥିଲେ। ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ସଂଗ୍ୟା ଫେରିଥିଲା। ଘଟଣା ସ୍ଥଳରେ ଯୋଡା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ସମ୍ପୃକ୍ତ ଲୋଡରଟି ମୋଟରସାଇକେଲକୁ ଓଭରଟେକ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଲୋଡରର ଦାନ୍ତଟି ତାଙ୍କ ମୁଣ୍ଡରେ ବାଜିଥିବା ଜଣାପଡିଛି। 21Shares Related Posts କନ୍ଧମାଳ:କୋଭିଡ଼୍ ସଂକ୍ରମଣ ଉଦ୍ବେଗଜନକ ସ୍ଥିତିରେ, ଶନିବାର ଠାରୁ ପୁଣି ରାତ୍ରି କାଳୀନ କର୍ଫ୍ୟୁ ଲାଗୁ April 17, 2021 | Sandhan News | ଅଧିକ ପଢନ୍ତୁ ଆଜିର ରାଶିଫଳ January 16, 2021 | 2005lindadavis1989 | ଅଧିକ ପଢନ୍ତୁ ବ୍ରହ୍ମବରଦା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଟିତ January 16, 2020 | Manas Kumar Rout | ଅଧିକ ପଢନ୍ତୁ ଫାଣ୍ଡି ଅଧିକାରୀଙ୍କୁ ତୀର ମାଡ଼, ଆଇଜିଏଚରେ ଭର୍ତି January 6, 2021 | Sandhan News | ଅଧିକ ପଢନ୍ତୁ About The Author Santosh More From This Author Add Comment Cancel reply Save my name, email, and website in this browser for the next time I comment.
କନ୍ଧମାଳ:କୋଭିଡ଼୍ ସଂକ୍ରମଣ ଉଦ୍ବେଗଜନକ ସ୍ଥିତିରେ, ଶନିବାର ଠାରୁ ପୁଣି ରାତ୍ରି କାଳୀନ କର୍ଫ୍ୟୁ ଲାଗୁ April 17, 2021 | Sandhan News | ଅଧିକ ପଢନ୍ତୁ