Homeଜିଲ୍ଲା ପରିକ୍ରମାକେନ୍ଦୁଝରଲୋଡର ଆଘାତରେ ମୋଟରସାକେଲ ଆରୋହୀ ଗୁରୁତର ଲୋଡର ଆଘାତରେ ମୋଟରସାକେଲ ଆରୋହୀ ଗୁରୁତର Santosh Rout | May 23, 2018 | Spread the love21 21Shares ଯୋଡା- ୨୩/୦୫ : (sandhan news / N Jena ) ମଙ୍ଗଳବାର ରାତି ପ୍ରାୟ ସାଢେ ୮ଟା ସମୟରେ କମାରଯୋଡା ସରକାରୀ ଡାକ୍ତରଖାନା ସମ୍ମୁଖରେ ଏକ ଲୋଡର ଆଘାତରେ ଜଣେ ମୋଟରସାଇକେଲ ଆରୋହୀ ଗୁରୁତର ହୋଇଥିବା ଜଣାପଡିଛି। ଆହତ ବ୍ୟକ୍ତି ଜଣଙ୍କ ହେଲେ ରାଉତ ମୁଣ୍ଡା ଏବଂ ଘର କମାରଯୋଡାରେ ବୋଲି ଜଣାପଡିଛି। ରାଉତ ମୁଣ୍ଡା ରକ୍ତାକ୍ତ ଅବସ୍ଥାରେ ସଂଗ୍ୟାହୀନ ହୋଇ ରାସ୍ତା ଉପରେ ପଡିଥିବା ବେଳେ ତାଙ୍କୁ କେତେ ଜଣ ସ୍ଥାନୀୟ ଯୁବକ ଯୋଡାସ୍ଥିତ ଟାଟା ଡାକ୍ତାରଖାନାକୁ ଆଣିଥିଲେ। ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ସଂଗ୍ୟା ଫେରିଥିଲା। ଘଟଣା ସ୍ଥଳରେ ଯୋଡା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ସମ୍ପୃକ୍ତ ଲୋଡରଟି ମୋଟରସାଇକେଲକୁ ଓଭରଟେକ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଲୋଡରର ଦାନ୍ତଟି ତାଙ୍କ ମୁଣ୍ଡରେ ବାଜିଥିବା ଜଣାପଡିଛି। 21Shares Related Posts ରାଉତପଡାରେ ବଜରଂଗ ଦଳ ପ୍ରତିଷ୍ଠା ଉତ୍ସବ August 30, 2023 | sandhan@sambalpur@news | ଅଧିକ ପଢନ୍ତୁ ଜଣଙ୍କ ପ୍ରୟାସରୁ ସମାଜର ଗଣଙ୍କୁ ସଫଳତା ମିଳେ: ବସ୍ତିରୁ ଶିକ୍ଷାକ୍ରାନ୍ତି ଅଭିଯାନର ବାର୍ଷିକ ଉତ୍ସବ December 25, 2025 | Manas Kumar Rout | ଅଧିକ ପଢନ୍ତୁ ନିଜ ଘରେ ବେକ ରେ ଦୌଡ଼ି ଲଗାଇ ଆତ୍ମ ହତ୍ୟା, ଥାନା ରେ ଅଭିଯୋଗ June 28, 2026 | Raju Patel | ଅଧିକ ପଢନ୍ତୁ ପାଣିକୋଇଲିରେ ଜିଲ୍ଲା ସ୍ବେଚ୍ଛାସେବୀ ସମ୍ମିଳନୀ ଅନୁଷ୍ଠିତ: ସାମାଜିକ ନ୍ୟାୟ ଓ ସାମ୍ବିଧାନିକ ଅଧିକାର ଉପରେ ଆଲୋଚନା ଚକ୍ର June 10, 2026 | sandhan@sambalpur@news | ଅଧିକ ପଢନ୍ତୁ About The Author Santosh More From This Author Add Comment Cancel reply Save my name, email, and website in this browser for the next time I comment.
ଜଣଙ୍କ ପ୍ରୟାସରୁ ସମାଜର ଗଣଙ୍କୁ ସଫଳତା ମିଳେ: ବସ୍ତିରୁ ଶିକ୍ଷାକ୍ରାନ୍ତି ଅଭିଯାନର ବାର୍ଷିକ ଉତ୍ସବ December 25, 2025 | Manas Kumar Rout | ଅଧିକ ପଢନ୍ତୁ
ପାଣିକୋଇଲିରେ ଜିଲ୍ଲା ସ୍ବେଚ୍ଛାସେବୀ ସମ୍ମିଳନୀ ଅନୁଷ୍ଠିତ: ସାମାଜିକ ନ୍ୟାୟ ଓ ସାମ୍ବିଧାନିକ ଅଧିକାର ଉପରେ ଆଲୋଚନା ଚକ୍ର June 10, 2026 | sandhan@sambalpur@news | ଅଧିକ ପଢନ୍ତୁ