Homeଜିଲ୍ଲା ପରିକ୍ରମାବାଲେଶ୍ବରଲିଙ୍ଗ ନିରୂପଣ ଅଭିଯୋଗରେ ନର୍ସିଂହୋମରେ ଚଢାଉ ଲିଙ୍ଗ ନିରୂପଣ ଅଭିଯୋଗରେ ନର୍ସିଂହୋମରେ ଚଢାଉ Sandhan News | October 11, 2019 | Spread the love ବାଲେଶ୍ବର, ୧୧/୧୦ (ସନ୍ଧାନ ନିଉଜ) : ଲିଙ୍ଗ ନିରୂପଣ ଅଭିଯୋଗରେ ବାଲେଶ୍ବର ଜିଲା ସୋରରେ ଥିବା ଦୁଇଟି ନର୍ସିଂହୋମରେ ଚଢାଉ ହୋଇଛି। ଉପଜିଲାପାଳ ଏବଂ ସିଡିଏମଓ ଚଢ଼ାଉ କରି ଦୁଇଟି ଅଲ୍ଟ୍ରାସାଉଣ୍ଡ ମେସିନ ଜବତ କରାଯାଇଛି। ଏହା ସହ ଉଭୟ ନର୍ସିଂହୋମକୁ ସିଲ୍ କରାଯାଇଛି। Related Posts ଅଭିଶାପ August 12, 2020 | Sandhan office news | ଅଧିକ ପଢନ୍ତୁ ଟାଟାଷ୍ଟିଲଫାଉଣ୍ଡେସନସହଯୋଗରେ ଷ୍ଟ୍ରବେରୀ ଚାଷ କରି ଉଦାହରଣ ପାଲଟିଛନ୍ତି ଗଙ୍ଗାଧର January 23, 2026 | Manas Kumar Rout | ଅଧିକ ପଢନ୍ତୁ ନିରବି ଗଲା ପାର୍ବତୀଙ୍କ ପାଦର ଘୁଙ୍ଗୁର : ଚିକିତ୍ସା ଅବହେଳାରୁ କୁନି ନୃତ୍ୟାଙ୍ଗନାଙ୍କ ଜୀବନ ଦୀପ ଲିଭିଗଲା December 20, 2018 | Santosh Rout | ଅଧିକ ପଢନ୍ତୁ ଆସିଲାଣି ରଜ June 13, 2021 | Sandhan News | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ଟାଟାଷ୍ଟିଲଫାଉଣ୍ଡେସନସହଯୋଗରେ ଷ୍ଟ୍ରବେରୀ ଚାଷ କରି ଉଦାହରଣ ପାଲଟିଛନ୍ତି ଗଙ୍ଗାଧର January 23, 2026 | Manas Kumar Rout | ଅଧିକ ପଢନ୍ତୁ
ନିରବି ଗଲା ପାର୍ବତୀଙ୍କ ପାଦର ଘୁଙ୍ଗୁର : ଚିକିତ୍ସା ଅବହେଳାରୁ କୁନି ନୃତ୍ୟାଙ୍ଗନାଙ୍କ ଜୀବନ ଦୀପ ଲିଭିଗଲା December 20, 2018 | Santosh Rout | ଅଧିକ ପଢନ୍ତୁ