Homeଜିଲ୍ଲା ପରିକ୍ରମାବାଲେଶ୍ବରଲିଙ୍ଗ ନିରୂପଣ ଅଭିଯୋଗରେ ନର୍ସିଂହୋମରେ ଚଢାଉ ଲିଙ୍ଗ ନିରୂପଣ ଅଭିଯୋଗରେ ନର୍ସିଂହୋମରେ ଚଢାଉ Sandhan News | October 11, 2019 | Spread the love ବାଲେଶ୍ବର, ୧୧/୧୦ (ସନ୍ଧାନ ନିଉଜ) : ଲିଙ୍ଗ ନିରୂପଣ ଅଭିଯୋଗରେ ବାଲେଶ୍ବର ଜିଲା ସୋରରେ ଥିବା ଦୁଇଟି ନର୍ସିଂହୋମରେ ଚଢାଉ ହୋଇଛି। ଉପଜିଲାପାଳ ଏବଂ ସିଡିଏମଓ ଚଢ଼ାଉ କରି ଦୁଇଟି ଅଲ୍ଟ୍ରାସାଉଣ୍ଡ ମେସିନ ଜବତ କରାଯାଇଛି। ଏହା ସହ ଉଭୟ ନର୍ସିଂହୋମକୁ ସିଲ୍ କରାଯାଇଛି। Related Posts ସରକାରଙ୍କ ସବୁ ଯୋଜନା ଏମାନଙ୍କ ଆଗରେ ତୁଛ : ଭାଇଚାରାର ସମ୍ପର୍କ ଆଦିବାସୀ ଗ୍ରାମ ଡଡ଼ବାଡ଼ି October 7, 2020 | Santosh Rout | ଅଧିକ ପଢନ୍ତୁ ଆରଏସପି ବ୍ଳାଷ୍ଟ ଫର୍ଣ୍ଣେସ ବିଭାଗରେ କର୍ମଚାରୀ ଓ ଠିକା ଶ୍ରମିକ ପୁରସ୍କୃତ October 17, 2019 | Sandhan News | ଅଧିକ ପଢନ୍ତୁ ପୋଲିସ ଡିଜିଙ୍କ ମାଲକାନଗିରି ଗସ୍ତ, ଆତ୍ମସମର୍ପଣ କଲେ ୨ ମାଓବାଦୀ July 19, 2021 | Santosh Rout | ଅଧିକ ପଢନ୍ତୁ ୯ ଆନ୍ତଃରାଜ୍ୟ ଲୁଟେରା ଗିରଫ July 10, 2018 | Manas Kumar Rout | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ସରକାରଙ୍କ ସବୁ ଯୋଜନା ଏମାନଙ୍କ ଆଗରେ ତୁଛ : ଭାଇଚାରାର ସମ୍ପର୍କ ଆଦିବାସୀ ଗ୍ରାମ ଡଡ଼ବାଡ଼ି October 7, 2020 | Santosh Rout | ଅଧିକ ପଢନ୍ତୁ
ଆରଏସପି ବ୍ଳାଷ୍ଟ ଫର୍ଣ୍ଣେସ ବିଭାଗରେ କର୍ମଚାରୀ ଓ ଠିକା ଶ୍ରମିକ ପୁରସ୍କୃତ October 17, 2019 | Sandhan News | ଅଧିକ ପଢନ୍ତୁ