Homeଜିଲ୍ଲା ପରିକ୍ରମାବାଲେଶ୍ବରଲିଙ୍ଗ ନିରୂପଣ ଅଭିଯୋଗରେ ନର୍ସିଂହୋମରେ ଚଢାଉ ଲିଙ୍ଗ ନିରୂପଣ ଅଭିଯୋଗରେ ନର୍ସିଂହୋମରେ ଚଢାଉ Sandhan News | October 11, 2019 | Spread the love ବାଲେଶ୍ବର, ୧୧/୧୦ (ସନ୍ଧାନ ନିଉଜ) : ଲିଙ୍ଗ ନିରୂପଣ ଅଭିଯୋଗରେ ବାଲେଶ୍ବର ଜିଲା ସୋରରେ ଥିବା ଦୁଇଟି ନର୍ସିଂହୋମରେ ଚଢାଉ ହୋଇଛି। ଉପଜିଲାପାଳ ଏବଂ ସିଡିଏମଓ ଚଢ଼ାଉ କରି ଦୁଇଟି ଅଲ୍ଟ୍ରାସାଉଣ୍ଡ ମେସିନ ଜବତ କରାଯାଇଛି। ଏହା ସହ ଉଭୟ ନର୍ସିଂହୋମକୁ ସିଲ୍ କରାଯାଇଛି। Related Posts କଲାଣ୍ଡ ଗ୍ରାମରେ ବଣୁଆଁ ହାତୀ ଆତଙ୍କ February 20, 2024 | Santosh Rout | ଅଧିକ ପଢନ୍ତୁ ଦେବାଶିଷ ହତ୍ୟାକାଣ୍ଡ ସନ୍ଦେହ ଘେରରେ February 11, 2024 | Sandhan News | ଅଧିକ ପଢନ୍ତୁ ସରସ୍ୱତୀ କଳା ପରିଷଦର ୧୭ତମ ବାର୍ଷିକ ଉତ୍ସବ ପ୍ରସ୍ତୁତି March 4, 2021 | Manas Kumar Rout | ଅଧିକ ପଢନ୍ତୁ ତାତିଲେ ମହିଳା, ଭାଙ୍ଗିଲେ ଦେଶୀ ମଦ ଭାଟି: ଜବତ ମଦକୁ ପଞ୍ଚାୟତ ପ୍ରତିନିଧିଙ୍କୁ ଜିମା ଦେଲେ October 19, 2020 | 2005lindadavis1989 | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ତାତିଲେ ମହିଳା, ଭାଙ୍ଗିଲେ ଦେଶୀ ମଦ ଭାଟି: ଜବତ ମଦକୁ ପଞ୍ଚାୟତ ପ୍ରତିନିଧିଙ୍କୁ ଜିମା ଦେଲେ October 19, 2020 | 2005lindadavis1989 | ଅଧିକ ପଢନ୍ତୁ