ରାସନ୍ କାର୍ଡ ରୁ ବଞ୍ଚିତ ପରିବାରଙ୍କୁ ରାସନ ସାମଗ୍ରୀ ବଣ୍ଟନ

Spread the love
ସୁନ୍ଦରଗଡ଼,୨୨/୦୪ (ସନ୍ଧାନ ନିଉଜ) : ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ “କେହି ଭି ଭୋକିଲା ରହିବେ ନାହିଁ” ଭୋକିଲାଙ୍କୁ ନିଜ ପରିବାର ସଦସ୍ୟ ଭାବି ଖାଦ୍ୟ ଦିଅ କୁ ଅନୁସରଣ କରି ଆଜି ରିଖ ସୁନ୍ଦରଗଡ଼ ବିଜୁ ଜନତା ଦଳ ସଦର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟ କଶ୍ରୀ ଯୋଗେଶ କୁମାର ସିଂ ସୁନ୍ଦରଗଡ ହେମଗିର ବ୍ଲକ ସୁମରା ଗ୍ରାମ ପଞ୍ଚାୟତ ର ଗ୍ରାମ ପରିଦର୍ଶନ କରିଥିଲେ l କୌଣସି କାରଣ ବଶତଃ ରାସନ କାର୍ଡ ରୁ ବଞ୍ଚିତ ରହିଯାଇ ଥିବା ଗରିବ ଲୋକ ମାନଙ୍କୁ ଶୁଖିଲା ରନ୍ଧା ଖାଦ୍ୟ, ମାସ୍କ ବଣ୍ଟନ କରିଥିଲେ ଓ ଶେଷରେ ଗ୍ରାମବାସୀ ମାନଙ୍କୁ କରୋନା ଭୁତାଣୁ ବିଷୟରେ ସଚେତନ ଅବଲମ୍ବନ କରିବା ସହ ସରକାର ଙ୍କ ସମସ୍ତ ନିୟମାବଳୀ ପାଳନ କରିବାକୁ ପରାମର୍ଶ ଦେଇଥିଲେ l

Related Posts

About The Author

Add Comment