ରାଜ୍ୟରେ ଆଜି କରୋନା ନେଲା ୩୯ ଜୀବନ

Spread the love

ଭୁବନେଶ୍ୱର, ୦୪/୦୬/୨୦୨୧ (ସନ୍ଧାନ ନିଉଜ) : ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୩୯ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୨,୯୧୨ କୁ ବୃଦ୍ଧି ପାଇଛି।

ଅନୁଗୁଳ ଜିଲ୍ଲାରୁ ୩ ଜଣ ,
ବଲାଙ୍ଗୀର ଜିଲ୍ଲାରୁ ୧ ଜଣ ,
ବୌଦ୍ଧ ଜିଲ୍ଲାରୁ ୨ ଜଣ ,
କଟକ ଜିଲ୍ଲାରୁ ୨ ଜଣ ,
ଦେବଗଡ଼ ଜିଲ୍ଲାରୁ ୨ ଜଣ ,
ଢେଙ୍କାନାଳ ଜିଲ୍ଲାରୁ ୧ ଜଣ ,
ଗଜପତି ଜିଲ୍ଲାରୁ ୨ ଜଣ ,
ଗଞ୍ଜାମ ଜିଲ୍ଲାରୁ ୨ ଜଣ ,
ଜଗତସିଂହପୁର ଜିଲ୍ଲାରୁ ୧ ଜଣ ,
ଝାରସୁଗୁଡା ଜିଲ୍ଲାରୁ ୩ ଜଣ ,
କଳାହାଣ୍ଡି ଜିଲ୍ଲାରୁ ୩ ଜଣ ,
କେନ୍ଦ୍ରାପଡା ଜିଲ୍ଲାରୁ ୧ ଜଣ ,
ଖୋର୍ଦ୍ଧା ଜିଲ୍ଲାରୁ ୬ ଜଣ ,
ମୟୂରଭଞ୍ଜ ଜିଲ୍ଲାରୁ ୧ ଜଣ ,
ପୁରୀ ଜିଲ୍ଲାରୁ ୨ ଜଣ ,
ରାୟଗଡ଼ା ଜିଲ୍ଲାରୁ ୩ ଜଣ ,
ସମ୍ବଲପୁର ଜିଲ୍ଲାରୁ ୧ ଜଣ ଏବଂ
ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ
ମୋଟରେ ୩୯ ଜଣଙ୍କର ମୃତ୍ୟୁ ହୋଇଛି।

Related Posts

About The Author

Add Comment