ରାଜଧାନୀ ଦିଲ୍ଲୀରେ ଭୂମିକମ୍ପ
ନୂଆଦିଲ୍ଲୀ,୯/୯, (ସନ୍ଧାନ ନିୟୁଜ): : ରାଜଧାନୀ ଦିଲ୍ଲୀ ଏନସିଆର ଅଞ୍ଚଳରେ ରବିବାର ଅପରାହ୍ନରେ ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ଭୟରେ ଏନସିଆର ଅଞ୍ଚଳର ଲୋକମାନେ ଘରୁ ବାହାରକୁ ପଳାଇ ଆସିଥିଲେ। ଭୂମିକମ୍ପରେ କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି।
Related Posts
About The Author