ରଜ କୁଇନ୍‌କୁ ହାସ୍ୟ ଅଭିନେତା ଚନ୍ଦନଙ୍କ ସରୁ ଚଟକଣି

Spread the love
  •  
  •  
  •  
  •  
  •  

ଭୁବନେଶ୍ୱର, (ସନ୍ଧାନ ନିୟୁଜ ବ୍ୟୁରୋ) ଓଡିଶାର ପ୍ରସିଦ୍ଧ ରଜ କୁଇନ୍‌କୁ ୟୁ ଟ୍ୟୁବୁ ହାସ୍ୟ ଅଭିନେତା ଚନ୍ଦନ ଚରୁ ଚଟକଣି ମାରିଛନ୍ତି । ସେହିଭଳି ଭାବେ ଏକ କମେଡି ଭିଡିଓ ପ୍ରସ୍ତୁତି କରି ନିଜ ପେଜରେ ଅପଲୋଡ କରିଛନ୍ତି । ଏହା ପରେ ଏହା ବହୁଳ ପ୍ରସାରିତ ହେବା ସହିତ ରଜ କୁଇନରେ ଚାଲିଥିବା ଭିତରି କଥାକୁ ପଦାରେ ପକାଇଛନ୍ତି । ପ୍ରତିବର୍ଷ ସିଦ୍ଧାଥ ଟିଭିରେପ୍ରସାରିତ ଏହି କାର୍ଯ୍ୟକ୍ରମରେ ଚିହ୍ନା ପରିଚିତ ପିଲାଙ୍କୁ ସହଜ ପ୍ରଶ୍ନ ସହିତ ଗ୍ରାମଂଚଳରୁ ଆସୁଥିବା ପିଲାଙ୍କୁ ଏଣୁତେଣୁ ଏବଂ କଷ୍ଟିଆ ପ୍ରଶ୍ନ କରି ସେମାନଙ୍କ ଭିଡିଓକୁ ପ୍ରସାରଣ କରିବା ସହିତ ସାମାଜିକ ମିଡିଆରେ ଅପଲୋଡ କରି ସେମାନଙ୍କ ମାନବିକାତାକୁ ଉଲ୍ଲଘନ କରୁଥିବା ନେଇ କମେଡି ଭିଡିଓରେ ଚର୍ଚ୍ଚା ହୋଇଛି । ଏଥିରେ ଜଜ ଏବଂ ପ୍ରଶ୍ନ ପଚାରୁଥିବା ଓଡିଆ ଇଣ୍ଡ୍ରଷ୍ଟିରେ ଆସୁଥିବା ତାରକା ମାନଙ୍କୁ କଣ ସତରେ ଏଭଳି ଅନେକ ପ୍ରଶ୍ନର ଉତ୍ତର ଆସେତ? କଣ ସେମାନେ ସବୁ ପାଣ୍ଡିତ୍ୟରେ ପୋତି ହୋଇପଡିଛନ୍ତି । ଏପରକି ସବୁ ପିଲାଙ୍କୁ ସମସ୍ତ ଜିନିଷ ଆସେନି ତା ପରେ ଗ୍ରାମଂଚଳୁ ଯାଉଥିବା ପିଲା ମାନେ ଅତ୍ୟାଧିକ ନରଭସ ହୋଇଥାନ୍ତି ଏହାର ଫାଇଦା ନେଇ ଭୂଲ ପ୍ରଶ୍ନର ଉତ୍ତରକୁ ଭିଡିଓ କରି ପ୍ରସାରଣ କରିବା କଣ ଯେ ଠିକ୍ ? ଏହା ଦ୍ୱାରା ସେମାନେ ସେଠୁ ଫେରିବା ପରେ ଗ୍ରାମରେ ଟାହି ଟାପରା ସମ୍ମୁଖୀନ ହୁଅନ୍ତି କଣ ଏହା ସେମାନେ ଜାଣନ୍ତି ତ? ତେବେ ଜଣେ ଜଣେ ପିଲାଙ୍କ ମାନବ ଅଧିକାର କ୍ଷୁର୍ଣ୍ଣ ହେଉଥିବା ନେଇ ବୁଦ୍ଧିଜିବୀ ମାନେ ଆଲୋଚନା କରୁଛନ୍ତି । ତେବେ ଖବର ପ୍ରସାରଣ ପରେ ଚନ୍ଦନ କରିଥିବା କମେଡି ଭିଡିଓର ମହତ ବୁଝିବା ସହିତ ଏହା ଉପରେ ତର୍ଜମା କରି ପିଲାମାନଙ୍କ ଅଫଲୋଡ କରିବା ନେଇ ମତାମତ ଲୋଡି ତାହା ଅଫଲୋଡ କରିବା ଉଚ୍ଚିତ ବୋଲି ଆମେ ଭାବୁଛୁ ନହେଲେ ଓଡିଆ ଇଣ୍ଡ୍ରଷ୍ଟିରେ ଯେ କେତେ ଆଗରେ ରହିଛି ତାହା ଓଡିଆବାସୀ ଭଲ ଭାବରେ ଜାଣନ୍ତି ବୋଲି ବୁଝିବୁ । ଏହାପରେ ଏଥିପ୍ରତି ଯତ୍ନବାନ ହେବେ ବୋଲି ଆଶ କରୁଛୁ ।

Related Posts

About The Author

Add Comment