ଯୋଡ଼ା: ଦୁର୍ଘଟଣାରେ ଅଜା, ଆଈ ଓ ନାତୁଣି ମୃତ

Spread the love

ଯୋଡ଼ା,୨୨/୦୬ (ସନ୍ଧାନ ନୁ୍ୟଜ)- ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ଅଜା, ଆଈ ଓ ନାତୁଣି ମୃତ୍ୟୁ ବରଣ କରିଛନ୍ତି ।  ମିଳିଥିବା ସୂଚନା ଅନୁସାରେ ବଡ଼ବିଲ – ଜଗନ୍ନାଥପୁର ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାସ୍ଥଳରେ  ଗୋଟିଏ ପରିବାରର ଅଜା, ଆଈ ଓ ନାତୁଣି ମୃତ୍ୟୁ ବରଣ କରିଛନ୍ତି । ସେମାନେ ହେଉଛନ୍ତି ରବି ମହାପାତ୍ର, ମାନୁ ମହାପାତ୍ର ଓ ସୋନୁ ମହାପାତ୍ର । ଅନ୍ୟ ଦୁଇ ଜଣ ଆହତଙ୍କୁ ମହାମୁଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି ।

Related Posts

About The Author

Add Comment