ଯୁବକ ବନ୍ଧୁ ପକ୍ଷରୁ ଚାରାରୋପଣ

Spread the love

ରାଉରକେଲା, ୨୦/୦୭/୨୦ (ସନ୍ଧାନ ନିଉଜ) : ହାତୀବନ୍ଧା ଗ୍ରାମ ପଂଚାୟତ ଅନ୍ତର୍ଗତ ଉପର ବାଲିଯୋଡ଼ି ସ୍ଥିତ ସାରନାଗଡ଼ ଜାହେର ମଣ୍ଡପ ଠାରେ ସାରନାଗଡ଼ ଯୁବକ ବନ୍ଧୁ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଆଇନଜିବୀ ସଂଜୟ କୁମାର ବଳ, ଗ୍ରାମ ମୁଖିଆ ଅମ୍ପା ହାସଁଦା, କାଲୁ ହେମ୍ବ୍ରମ, ଲାଲମୋହନ ମାଝୀ, ଦୁର୍ଗା ଟୁଡ଼ୁ, ସକିଲା ମାରାଣ୍ଡି, ଗୋରା ମାଝୀ, ଲକ୍ଷ୍ମଣ ମୂର୍ମୁ, ଚୁନୁରାମ ମାରାଣ୍ଡି, ଆନନ୍ଦ ଖାଡ଼ିଆ, ସାରମା ଟୁଡ଼ୁ, ରବିନ୍ଦ୍ର ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ । ଏହି ମହତ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବ୍ୟକ୍ତି ମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

Related Posts

About The Author

Add Comment