ଯୁଗିଜୁଗେନ୍ ସଂଗ୍ରାମ ସମିତି ପକ୍ଷରୁ ଡମକୁଡ଼ା ପଞ୍ଚାୟତଠାରେ ଆଲୋଚନା କାର୍ଯ୍ୟକ୍ରମ

Spread the love

ସୁନ୍ଦରଗଡ ତା: ୯/୭/୨୦୨୬(ସନ୍ଧାନ ନ୍ୟୁଜ) ସବଡେଗା ବ୍ଲକ ଅନ୍ତର୍ଗତ ଡମକୁଡା ଗ୍ରାମ ପଞ୍ଚାୟତ ଠାରେ ଯୁଗୀଯୁଗେନ ବନ୍ଧ ବନ୍ଦ ହେବା ଉଦେଶ୍ୟ ରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ଯୁଗି ଜୁଗେନ୍ ସଂଗ୍ରାମ ସମିତିର ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଏହାର ଆମୁଲ ଚୁଲ ବିଷୟରେ ଆଲୋଚନା କରିଥିଲେ । ସରକାରଙ୍କ ପଥଭ୍ରାନ୍ତ ନୀତିକୁ ବିରୋଧ କରିବା ସହ ଲୋକଙ୍କ ମୌଳିକ ଅଧିକାର ବିଷୟରେ ଲୋକଙ୍କୁ ଅବଗତ କରାଯାଇଥିଲା । ଜମି,ଜୀବିକା ଓ ଜୀବନ ପାଇଁ ଆଗାମୀ ଦିନରେ ଲୋକେ ଭିଟାମାଟି ପାଇଁ ସବୁ ସମୟରେ ନିଜକୁ ସମର୍ପିତ କରିବେ ବୋଲି ଜନମତ ରହିଥିବା ଦେଖିବାକୁ ମିଳିଥିଲା ।

Related Posts

About The Author

Add Comment