ଯାଜପୁର ଜିଲ୍ଲାରେ ଗୌରବ ଆଣିଦେଇଚି ଧାବିକା ଦୂତିଚାନ୍ଦ

Spread the love
  •  
  •  
  •  
  •  
  •  

ଯାଜପୁର, ୩୦/୦୭/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ଚକଗୋପାଳପୁର ଗ୍ରାମର ଏକ ବୁଣାକାର ପରିବାରରେ ଜନ୍ମଗ୍ରହଣ କରିଥିବା ଦୁଇଭଉଣୀ ସରସ୍ୱତୀ ଚାନ୍ଦ ଏବଂ ଦୂତି ଚାନ୍ଦ । ଗୋଟିଏ ଗୋଟିଏ ପାହାଚ ଚଢ଼ୁଥିବା ବେଳେ, ଏହି ଧାବିକା ଦୂତି ଚାନ୍ଦ ଯାଜପୁର ଜିଲ୍ଲାରେ ଗୌରବ ଆଣିଦେଇଥିବାରୁ ଏଠାରେ ସୂଚନା ଯୋଗ୍ୟ ଯେ, ଏହି ଦୌଡ଼ରାଣୀ ଦୂତି ତାନ୍ଦ ଟୋକିଓ ଅଲମ୍ପିକରେ ଭାଗନେଇ ଆସନ୍ତାକାଲି ଦୂତି ଚାନ୍ଦ ଟ୍ରାକକୁ ଓହ୍ଲାଇବା ସହିତ ବହୁ ସୁବେତ୍ସୁ ଏହି ଦୌଡ଼ରାଣୀ ଦୂତି ଚାନ୍ଦକୁ ସୁବେତ୍ସୁର ବାର୍ତ୍ତା ସୁଅ ଛୁଟୁଚି । ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଶୁବେତ୍ସା ଜଣାଇବା ସହିତ ଯାଜପୁର ଜିଲ୍ଲାର ବରୀ ନିର୍ବାଚନ ମଣ୍ଡଳୀର ବିଧାୟିକା ସୁନନ୍ଦା ଦାସ ସୁବେତ୍ସା ଜଣାଇଛନ୍ତି । କୋରେଇ ବିଧାୟକ ଅଶୋକ ବଳ, ଯାଜପୁର ବିଧାୟକ ପ୍ରଣବପ୍ରକାଶ ଦାସ, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି, ସୁକିନ୍ଦା ବିଧାୟକ ପ୍ରିତିରଂଜନ ଘଢ଼ାଇ, ଯାଜପୁର ସାଂସଦ ସର୍ମିଷ୍ଠା ସେଠୀ, ପୂର୍ବତନ ସାଂସଦ ରୀତା ତରାଇ, ଯାଜପୁର ବିଜେଡ଼ି ସଭାପତି, ଯାଜପୁର ଜିଲ୍ଲାପରିଷଦ ଅଧକ୍ଷ ନରେଶ ଚନ୍ଦ୍ର ମହାନ୍ତି, ରସୁଲପୁର ପ୍ରେସଫୋରମର ସମ୍ପାଦକ ଜଗମୋହନ ରାଉତ, ସଭାପତି ଅଞ୍ଜନ କୁମାର ପତି, ପ୍ରେସଫୋରମର ସମସ୍ତ ସଦସ୍ୟ ଯାଜପୁର ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧିମାନେ ଦୌଡ଼ରାଣୀ ଦୂତି ଚାନ୍ଦକୁ ଶୁବେତ୍ସା ଜଣାଇବା ସହିତ ତାଙ୍କର ଦିର୍ଘଜୀବନ କାମନା କରିଛନ୍ତି । ଧାବିକା ଦୂତି ଚାନ୍ଦ ଏକ ଗରିବ ବୁଣାକର ପରିବାରରେ ଜନ୍ମଗ୍ରହଣ ଯାଜପୁର ଜିଲ୍ଲାର ଗୌରବ ମଣ୍ଡିତ ହେବାକୁ ଯାଉଥିବା ଯାଜପୁର ଜିଲ୍ଲା ଧର୍ମଶାଳାର ବହୁ କ୍ରିଡ଼ାବିତ ମାନେ ଶୁବେତ୍ସା ଜଣାଇଛନ୍ତି ।

Related Posts

About The Author

Add Comment