ଯାଜପୁର, ୮/୩ (ସନ୍ଧାନ ନିୟୁଜ/ମାନସ ରାଉତ) ଯାଜପୁର ଜିଲ୍ଲାର ଝାଂଖପୁରା ରେଳ ଷ୍ଟେସନ ନିକଟସ୍ଥ ବାଥରୁମ ପରିସରରୁ ଏକ ଯୁବତୀଙ୍କ ଶବ ଉଦ୍ଧାର କରାଯାଉଛି | ତେବେ ଯୁବତୀଙ୍କୁ ସେଠାରେ ଯୋଜନା ବଦ୍ଧ ଭାବେ କେହି ହତ୍ୟା କରିଥିବା ପାରିପାର୍ଶିକ ଘଟଣାରୁ ଜଣ ପଢୁଛି| ତେବେ ଯୁବତୀ ଜଣଙ୍କ କଂସେଠକୁ କେମିତି ଆସିଲେ ଏବଂ କାହା ସହିତ ଆସିଲେ ତାହା ପ୍ରଶ୍ନ ବାଚୀ ସରିଥି କରିଛି | ତେବେ ଏକ ବାତରୁମ ପରିସରେ ଯୁବତୀ ବେକରେ ଏକ କପଡା ରସି କରି ମାରିଥିବା ଦେଖିବାକୁ ମିଳିଛି | ଯୁବତୀ ଜଣଙ୍କ ଛିଡା ହୋଇଥିବା ବେଳେ ତାହାର ମୃତ୍ୟୁ ହୋଇଥିବା ଜଣାପଡ଼ୁଛି | ଯାଜପୁର ରୋଡ ପୋଲିସ ଶବ ଜବତ କରି ତଦନ୍ତ ଜାରି ରଖିଛି | ଯୁବତୀଙ୍କ ପରିଚୟ ମିଳିନାଇଁ | ଅଧିକ ଖବର ସନ୍ଧାନ ଚାଲିଛି |
ଯଖପୁର ରେଳ ଷ୍ଟେସନରେ ଯୁବତୀକୁ ହତ୍ୟା
|
March 8, 2019 |