Homeଜିଲ୍ଲା ପରିକ୍ରମାକେନ୍ଦୁଝରମିଳୁନି ଆବାସ ଯୋଜନା : ଭଗ୍ନ ଛାଉଣୀ ତଳେ ରାତି ବିତାଉଛି ଶାନ୍ତନୁ ଓରାମ ମିଳୁନି ଆବାସ ଯୋଜନା : ଭଗ୍ନ ଛାଉଣୀ ତଳେ ରାତି ବିତାଉଛି ଶାନ୍ତନୁ ଓରାମ Manas Kumar Rout | June 9, 2018 | Spread the love କେନ୍ଦୁଝର (ସନ୍ଧାନ ନିୟୁଜ୍/ଅନନ୍ତ କିଶୋର ଜେନା) ବାରମ୍ବାର ଗୁହାରୀ କଲେ ମଧ୍ୟ ମିଳୁନି ଆବାସ ଯୋଜନା ଗୃହ। ଚମ୍ପୁଆ ବ୍ଲକ କୋଦଗାଡିଆ ପଞ୍ଚାୟତର ଚିମିଳା ଗାଁର ଶାନ୍ତନୁ ଓରାମ ଘର ଖଣ୍ଡକ ମରାମତି ଅଭାବରୁ ବିପଦ ସଙ୍କୁଳ ଅବସ୍ଥାରେ। ମୂଲ ମଜୁରୀ ଲାଗି ଘର ଚଳାଉଥିବା ଶାନ୍ତନୁ ପକ୍ଷରେ ଘର ମରାମତି କରବାର ସାମର୍ଥ୍ୟ ମଧ୍ୟ ନାହିଁ। ଅଧା ଛପର ଭାଙ୍ଗିଯାଇଥିବା ଘରର ଅବସ୍ଥା ଚଳିତ ବର୍ଷା ଦିନରେ କିପରି ରହିବ କହିହେବ ନାହିଁ। ଏପରି ସ୍ଥିତିରେ ଆଶଙ୍କାରେ ଶାନ୍ତନୁର ପରିବାର ଅନ୍ୟ ପଟେ ତାଲିକାରେ ନାମ ନାହିଁ କହି ଚୁପ ବସିଛନ୍ତି ପଞ୍ଚାୟତ କର୍ତ୍ତୃପକ୍ଷ। ଦେଖିବାକୁ ବାକି ରହିଲା କେତେ ଦିନ ପରେ ଆସୁଛି ଶାନ୍ତନୁର ତାଲିକା କେବେ ମିଳିବ ତା କୁ ଆବାସ ଯୋଜନାରେ ଗୃହ। Related Posts ମ୍ୟାଲେରିଆ ନିରାକରଣ ସଚେତନତା ତାଲିମ୍ କାର୍ଯ୍ୟକ୍ରମ March 3, 2023 | Hemanta Bhainsa | ଅଧିକ ପଢନ୍ତୁ ‘ପ୍ରୟାସ’ ପକ୍ଷରୁ ପୂର୍ବତନ ରାଷ୍ୟ୍ରପତି ଏ.ପି.ଜେ. ଅବଦୁଲ କଲାମଙ୍କ ଜୟନ୍ତୀ ଏବଂ ବିଶ୍ୱ ଛାତ୍ର ଦିବସ ପାଳିତ, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୦ ବ୍ୟକ୍ତିତ୍ୱ ସମ୍ବର୍ଦ୍ଧିତ October 15, 2019 | Manas Kumar Rout | ଅଧିକ ପଢନ୍ତୁ ପୁରୀ : ଶ୍ରୀମନ୍ଦିରରେ ପଟ୍ଟିଦିଅଁ ପୂଜା ଆରମ୍ଭ June 29, 2018 | Manas Kumar Rout | ଅଧିକ ପଢନ୍ତୁ କଳାପଥର ବୋଝେଇ ହାଇୱା ଜବତ। July 25, 2024 | Santosh Rout | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
‘ପ୍ରୟାସ’ ପକ୍ଷରୁ ପୂର୍ବତନ ରାଷ୍ୟ୍ରପତି ଏ.ପି.ଜେ. ଅବଦୁଲ କଲାମଙ୍କ ଜୟନ୍ତୀ ଏବଂ ବିଶ୍ୱ ଛାତ୍ର ଦିବସ ପାଳିତ, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୦ ବ୍ୟକ୍ତିତ୍ୱ ସମ୍ବର୍ଦ୍ଧିତ October 15, 2019 | Manas Kumar Rout | ଅଧିକ ପଢନ୍ତୁ