Homeଜିଲ୍ଲା ପରିକ୍ରମାକେନ୍ଦୁଝରମିଳୁନି ଆବାସ ଯୋଜନା : ଭଗ୍ନ ଛାଉଣୀ ତଳେ ରାତି ବିତାଉଛି ଶାନ୍ତନୁ ଓରାମ ମିଳୁନି ଆବାସ ଯୋଜନା : ଭଗ୍ନ ଛାଉଣୀ ତଳେ ରାତି ବିତାଉଛି ଶାନ୍ତନୁ ଓରାମ Manas Kumar Rout | June 9, 2018 | Spread the love କେନ୍ଦୁଝର (ସନ୍ଧାନ ନିୟୁଜ୍/ଅନନ୍ତ କିଶୋର ଜେନା) ବାରମ୍ବାର ଗୁହାରୀ କଲେ ମଧ୍ୟ ମିଳୁନି ଆବାସ ଯୋଜନା ଗୃହ। ଚମ୍ପୁଆ ବ୍ଲକ କୋଦଗାଡିଆ ପଞ୍ଚାୟତର ଚିମିଳା ଗାଁର ଶାନ୍ତନୁ ଓରାମ ଘର ଖଣ୍ଡକ ମରାମତି ଅଭାବରୁ ବିପଦ ସଙ୍କୁଳ ଅବସ୍ଥାରେ। ମୂଲ ମଜୁରୀ ଲାଗି ଘର ଚଳାଉଥିବା ଶାନ୍ତନୁ ପକ୍ଷରେ ଘର ମରାମତି କରବାର ସାମର୍ଥ୍ୟ ମଧ୍ୟ ନାହିଁ। ଅଧା ଛପର ଭାଙ୍ଗିଯାଇଥିବା ଘରର ଅବସ୍ଥା ଚଳିତ ବର୍ଷା ଦିନରେ କିପରି ରହିବ କହିହେବ ନାହିଁ। ଏପରି ସ୍ଥିତିରେ ଆଶଙ୍କାରେ ଶାନ୍ତନୁର ପରିବାର ଅନ୍ୟ ପଟେ ତାଲିକାରେ ନାମ ନାହିଁ କହି ଚୁପ ବସିଛନ୍ତି ପଞ୍ଚାୟତ କର୍ତ୍ତୃପକ୍ଷ। ଦେଖିବାକୁ ବାକି ରହିଲା କେତେ ଦିନ ପରେ ଆସୁଛି ଶାନ୍ତନୁର ତାଲିକା କେବେ ମିଳିବ ତା କୁ ଆବାସ ଯୋଜନାରେ ଗୃହ। Related Posts ଡାକ୍ତରୀ ଛାତ୍ର ଇଫୁ ମଲିକ ଙ୍କୁ ନିଜ ବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା December 22, 2022 | Hemanta Bhainsa | ଅଧିକ ପଢନ୍ତୁ ଯାଜପୁରେଉକôଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ April 1, 2022 | Sandhan News | ଅଧିକ ପଢନ୍ତୁ ମେଡିକାଲକୁ ଆଣୁଥିବା ବେଳେ ରାସ୍ତାରେ ମୃତ୍ୟୁ August 29, 2020 | Biswajit Parida | ଅଧିକ ପଢନ୍ତୁ ଗୋଟିକରେ 30 ଲକ୍ଷ ଓ ଅନ୍ୟଟିରେ 10 ଲକ୍ଷ ପ୍ରଦାନ ନିର୍ଦ୍ଦେଶ November 29, 2020 | 2005lindadavis1989 | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ଡାକ୍ତରୀ ଛାତ୍ର ଇଫୁ ମଲିକ ଙ୍କୁ ନିଜ ବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା December 22, 2022 | Hemanta Bhainsa | ଅଧିକ ପଢନ୍ତୁ
ଗୋଟିକରେ 30 ଲକ୍ଷ ଓ ଅନ୍ୟଟିରେ 10 ଲକ୍ଷ ପ୍ରଦାନ ନିର୍ଦ୍ଦେଶ November 29, 2020 | 2005lindadavis1989 | ଅଧିକ ପଢନ୍ତୁ