Homeଜିଲ୍ଲା ପରିକ୍ରମାକେନ୍ଦୁଝରମିଳୁନି ଆବାସ ଯୋଜନା : ଭଗ୍ନ ଛାଉଣୀ ତଳେ ରାତି ବିତାଉଛି ଶାନ୍ତନୁ ଓରାମ ମିଳୁନି ଆବାସ ଯୋଜନା : ଭଗ୍ନ ଛାଉଣୀ ତଳେ ରାତି ବିତାଉଛି ଶାନ୍ତନୁ ଓରାମ Manas Kumar Rout | June 9, 2018 | Spread the love କେନ୍ଦୁଝର (ସନ୍ଧାନ ନିୟୁଜ୍/ଅନନ୍ତ କିଶୋର ଜେନା) ବାରମ୍ବାର ଗୁହାରୀ କଲେ ମଧ୍ୟ ମିଳୁନି ଆବାସ ଯୋଜନା ଗୃହ। ଚମ୍ପୁଆ ବ୍ଲକ କୋଦଗାଡିଆ ପଞ୍ଚାୟତର ଚିମିଳା ଗାଁର ଶାନ୍ତନୁ ଓରାମ ଘର ଖଣ୍ଡକ ମରାମତି ଅଭାବରୁ ବିପଦ ସଙ୍କୁଳ ଅବସ୍ଥାରେ। ମୂଲ ମଜୁରୀ ଲାଗି ଘର ଚଳାଉଥିବା ଶାନ୍ତନୁ ପକ୍ଷରେ ଘର ମରାମତି କରବାର ସାମର୍ଥ୍ୟ ମଧ୍ୟ ନାହିଁ। ଅଧା ଛପର ଭାଙ୍ଗିଯାଇଥିବା ଘରର ଅବସ୍ଥା ଚଳିତ ବର୍ଷା ଦିନରେ କିପରି ରହିବ କହିହେବ ନାହିଁ। ଏପରି ସ୍ଥିତିରେ ଆଶଙ୍କାରେ ଶାନ୍ତନୁର ପରିବାର ଅନ୍ୟ ପଟେ ତାଲିକାରେ ନାମ ନାହିଁ କହି ଚୁପ ବସିଛନ୍ତି ପଞ୍ଚାୟତ କର୍ତ୍ତୃପକ୍ଷ। ଦେଖିବାକୁ ବାକି ରହିଲା କେତେ ଦିନ ପରେ ଆସୁଛି ଶାନ୍ତନୁର ତାଲିକା କେବେ ମିଳିବ ତା କୁ ଆବାସ ଯୋଜନାରେ ଗୃହ। Related Posts ବିଜେପିର ପାର୍ଥି ତାଲିକା, ଥରେ ଜାଣି ନିଅନ୍ତୁ March 22, 2019 | Manas Kumar Rout | ଅଧିକ ପଢନ୍ତୁ ସନ୍ଧାନର ପ୍ରଭାବ: ମନରେଗା ଦୁର୍ନୀତି ମାମଲା ଏସ ପି ଙ୍କ କାନରେ ପଡିଲା ପୁଣି ଅଭିଯୋଗ July 12, 2020 | Manas Kumar Rout | ଅଧିକ ପଢନ୍ତୁ ରାଜସ୍ବ ନିରୀକ୍ଷକ ଚଢ଼ଉ ବେଳେ ପଥର ଚାଲାଣ ଟ୍ରାକ୍ଟର ଜବତ February 8, 2021 | 2005lindadavis1989 | ଅଧିକ ପଢନ୍ତୁ ଲଗାଣ ବର୍ଷା: କଟକ, ଖୋର୍ଦ୍ଧାର ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ, ଉତ୍କଳ ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷା ବାତିଲ August 7, 2018 | Santosh Rout | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ସନ୍ଧାନର ପ୍ରଭାବ: ମନରେଗା ଦୁର୍ନୀତି ମାମଲା ଏସ ପି ଙ୍କ କାନରେ ପଡିଲା ପୁଣି ଅଭିଯୋଗ July 12, 2020 | Manas Kumar Rout | ଅଧିକ ପଢନ୍ତୁ
ଲଗାଣ ବର୍ଷା: କଟକ, ଖୋର୍ଦ୍ଧାର ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ, ଉତ୍କଳ ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷା ବାତିଲ August 7, 2018 | Santosh Rout | ଅଧିକ ପଢନ୍ତୁ