ଭଦ୍ରକ ଜ଼ିଲ୍ଲା ରେ ମାତିଛନ୍ତି ନିଶାବେପାର ଅବକାରି ବିଭାଗ ଓ ପୋଲିସ ସବୁ ଜାଣି ଚୁପ୍ କାହିଁକି

Spread the love

ଭଦ୍ରକ/୧୨/୭/ସନ୍ଧାନ ନିଉଜ) ଭଦ୍ରକ ଜ଼ିଲ୍ଲା ରେ ଦିଘଦିନ ଧରି ନିଶାବେପାର ବନ୍ଦ ଥିବାବେଳେ ଏବେ ପୁଣି ଚାଲିଛି ଖୁଲମ ଖୁଲାରେ ଏଠି ଡେଲି ଚୋରାରେ ବିଦେଶୀ ଓ ଦେଶୀ ମଦ ବାହାରଜ଼ିଲ୍ଲାରୁ ଆସୁଥିବା ଖବର ସମସ୍ତଙ୍କୁ ଜଣା ତଥାପି କେହି ସେମାନଙ୍କୁ ନଧାରିବା ସମସ୍ତଙ୍କୁ ଆଶଯ୍ୟ କରିଛି. ଏମାନେ ସମସ୍ତ ଗଳି କାନ୍ଦି ରେ ଦେଶୀ ଓ ବିଦେଶୀ ମଦ ବେପାର କରିଛନ୍ତି, ନଛିପୁର, ନାଥସାହି, ବେହେରା ସାହି, ମିରିଜ଼ାପୁର, ମନ୍ଦିର ସାହି, ହାତୀସହି, ଇଚ୍ଛାପୁର, ବଙ୍କସ୍କୁଲ ଆଦି ଯାଗାରେ ଦେଶୀ ଓ ବିଦେଶୀ ମଦ ର ଆଢା ସ୍ଥଳୀ ପାଲିଟିଛି, ସବୁଜାଣି ଶୁଣି ଅବକାରୀ ବିଭାଗ ଓ ପୋଲିସ ମଦମାଫିଆ ଙ୍କୁ ଧରୁନି,ଆଗାମୀ ଦିନରେ ଯଦି ନ ଧରିବେ ଆଗକୁ ପରିସ୍ଥିତି ଆଦୌଳନ ହେବ ବୋଲି ଜନ ସାଧାରଣ ମାନେ ଚେତାବୋନି ଦେଇଛନ୍ତି |

Related Posts

About The Author

Add Comment