ବ୍ରହ୍ମପୁର ଓ ରାଉରକେଲାରୁ ଏଟିଏମ୍ ଲୁଟ୍ ଅଭିଯୋଗ

Spread the love

ବ୍ରହ୍ମପୁର/ରାଉରକେଲା (ସନ୍ଧାନ ନିୟୁଜ):  ଦୁଇଟି ପୃଥକ ସ୍ଥାନରୁ ଏଟିଏମ୍ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ପ୍ରଥମେ ବ୍ରହ୍ମପୁର ହଳଦିଆପଦରେ ଥିବା ଏସବିଆଇ ଏଟିଏମରୁ ଲୁଟ୍ ​‌ହୋଇଥିବା ଅଭିଯୋଗ ହୋଇଥିଲା ପରେ ରାଉରକେଲା କୁଆଁରମୁଣ୍ଡା ଏସବିଆଇ ଏଟିଏମରୁ ଲୁଟ୍ ହୋଇଥିବା ଜଣାପଡିଛି । ହଳଦିଆପଦ ଏଟିଏମରୁ ଦୁବୃର୍ତ୍ତମାନେ ୫ ଲକ୍ଷ ୨୨ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଲୁଟ୍ ପରେ ଦୁବୃର୍ତ୍ତମାନେ ଏଟିଏମ୍ ମେସିନ ଜାଳି ଦେଇଥିବା ଜଣାପଡିଛି ।

ସେହିପରି ଗତକାଲି ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ରାଉରକେଲା କୁଆଁରମୁଣ୍ଡାରେ ଥିବା ଏସବିଆଇ ଏଟିଏମ୍ ମେସିନ ଭାଙ୍ଗି ଟଙ୍କା ଲୁଟି ନେଇଥିବା ସନ୍ଦେହ କରାଯାଉଛି । ଏଯାବତ୍ ଚୋରି ହୋଇଥିବା ଟଙ୍କାର ସଠିକ୍ ଆକଳନ କରାଯାଇନାହିଁ। ଖବର ପାଇ କୁଆଁରମୁଣ୍ଡା ପୁଲିସ ପହଞ୍ଚି ତନାଘନ ଆରମ୍ଭ କରିଛି ।ଗ ହୋଇଥିଲା ପରେ ରାଉରକେଲା କୁଆଁରମୁଣ୍ଡା ଏସବିଆଇ ଏଟିଏମରୁ ଲୁଟ୍ ହୋଇଥିବା ଜଣାପଡିଛି । ହଳଦିଆପଦ ଏଟିଏମରୁ ଦୁବୃର୍ତ୍ତମାନେ ୫ ଲକ୍ଷ ୨୨ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଲୁଟ୍ ପରେ ଦୁବୃର୍ତ୍ତମାନେ ଏଟିଏମ୍ ମେସିନ ଜାଳି ଦେଇଥିବା ଜଣାପଡିଛି । ସେହିପରି ଗତକାଲି ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ରାଉରକେଲା କୁଆଁରମୁଣ୍ଡାରେ ଥିବା ଏସବିଆଇ ଏଟିଏମ୍ ମେସିନ ଭାଙ୍ଗି ଟଙ୍କା ଲୁଟି ନେଇଥିବା ସନ୍ଦେହ କରାଯାଉଛି । ଏଯାବତ୍ ଚୋରି ହୋଇଥିବା ଟଙ୍କାର ସଠିକ୍ ଆକଳନ କରାଯାଇନାହିଁ। ଖବର ପାଇ କୁଆଁରମୁଣ୍ଡା ପୁଲିସ ପହଞ୍ଚି ତନାଘନ ଆରମ୍ଭ କରିଛି ।

Related Posts

About The Author

Add Comment