ବିଲରୁ ମିଳିଲା କଟା ହାତ

Spread the love
  •  
  •  
  •  
  •  
  •  

ସୁନ୍ଦରଗଡ଼, 15.01.2021(ସନ୍ଧାନ ନିଉଜ୍): ବିଲରୁ ମିଳିଲା କଟା ହାତ। ଜାରି ଟାଉନ ଥାନା ଅନ୍ତର୍ଗତ ଆମ୍ବିଏନ୍ସ ହୋଟେଲ ପଛପଟୁ ଏହି କଟା ହାତ ମିଳିଛି। କରେଇ ପଞ୍ଚାୟତ ଗାଁର ରମେଶ ସିଂଙ୍କ କଟା ହାତ ବୋଲି ସନ୍ଦେହ କରାଯାଉଛି । ଗତକାଲି ରାତିରୁ ରମେଶ ନିଖୋଜ ଥିବା ପରିବାର ପକ୍ଷରୁ ସୂଚନା ମିଳିଛି। ଏପଟେ କଟା ହାତଟି କାହାର, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଏ ନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। ତେବେ କଟା ହାତଟି କାହାର ବର୍ତ୍ତମାନ ସୁଦ୍ଧା ସଠିକ ଭାବେ ସ୍ପଷ୍ଟ ହୋଇ ନାହିଁ

Related Posts

About The Author

Add Comment