ଧର୍ମଶାଳl 7. 12. 19 (ସନ୍ଧାନ ନିୟୁଜ ) ଧର୍ମଶାଳl ପୋଲିସ ଆଜି ମିରଜl ପୁର ଗ୍ରାମରେ ଚଢ଼ାଉ କରି ବିପୁଳ ପରିମାଣରେ ମଦ ଜବତ କରିଛି ଓ ଜଣକୁ ଅଟକ ରଖି ପଚରା ଉଚରା କରିଚି l ବଳରାମ ବେହେରା ପିତା ଦଶରଥ ବେହେରା ସନ୍ଧ୍ୟା ସମୟରେ ଖବର ପାଇ ଡ଼ି. ଏସ. ପି ଦୀପକ କୁମାର ଓ ଧର୍ମଶାଳ ଥାନା ଅଧିକାରୀ ସରୋଜ କୁମାର ସାହୁ ସଦଳ ବଳ ମିରଜl ପୁର ଗ୍ରାମରେ ଚଢ଼ାଉ କରିଥିଲେ l କେସ ନମ୍ବର 568/2019 ଏ ବିଷୟରେ ଡ଼ି. ଏସ. ପି ଙ୍କୁ ପଚାରି ବାରୁ ଆଗାମୀ ଦିନରେ ଆହୁରି ଜୋର ଦାର ଚଢ଼ାଉ ହବ ବୋଲି କହିଥିଲେ l

Report- N Rath



