ବିଦ୍ୟୁତ ଆଘାତରେ ଜଣେ ମୃତ

Spread the love

ଭଦ୍ରକ, ୧୪/୧୧ (ସନ୍ଧାନ ନିୟୁଜ) ଆଜି ବିଦ୍ୟୁତ ଆଘାତରେ ଜନୈକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି l ମୃତକ ଜନକ ହେଲେ ଚରମ୍ପା ଚୁନିଟ ଗ୍ରାମର ଜଗନ୍ନାଥ ଦଳେଇ | ସେ ଆଜି ନିଜ ଘରେ କାମ କରୁଥିବା ବେଳେ ବିଦ୍ୟୁତ୍ ସଂର୍ପଶ୍ବରେ ଆସିବା ପରେ ଗୁରୁତର ହୋଇପଡିଥିଲେ l ପରେ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ପରିବାର ଲୋକେ | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି |

Related Posts

About The Author

Add Comment