ବିଜେପିର ବୁଥ୍ କମିଟି ଗଠନ

Spread the love

ଯାଜପୁର, ୧୬/୫(ସନ୍ଧାନ ନ୍ୟୁଜ୍) ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଆରୁହା ପଂଚାୟତ ନାନପୁର ଗ୍ରାମରେ ବୁଥ୍ କମିଟି ବୈଠକ ଯୁବ ସଂଗଠକ ଦେବାଶିଷ କରଙ୍କ ଆବହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଂଚାୟତର ବିଜେପି ସଭାପତି ବିରୁପାକ୍ଷ ଦାସ ସଭାପତିତ୍ୱ କରିଥିଲେ । ବୈଠକରେ ଅତିଥି ଭାବେ ଆରୁହା ମଣ୍ଡଳ ସଭାପତି ଚୈତନ କୁମାର ସାମଲ ଜାରକା ମଣ୍ଡଳ ସଭାପତି ସିତାକାନ୍ତ ଶତପଥୀ, ଅତିଥି ଭାବରେ ଯୋଗଦେଇଥିଲେ । ଏହି ଅବସରରେ ନାନପୁର ବୁଥ କମିଟିର ସଭାପତି ଭାବେ ରବିନ୍ଦ୍ର ନାଥ ସାମଲ,କାର୍ଯ୍ୟକାରୀ ସଭାପିତ ଚିତ ରଂଜନ ସାମଲ, ଓ ଛବିନ୍ଦ୍ର ମଳିକ, ବୂଥ୍ କମିଟି ମୁଖ୍ୟ ଭାବେ ରମେଶ ଚନ୍ଦ୍ର କରଙ୍କୁ ମୋନନୀତ କରାଯାଇଥିଲା । 

Related Posts

About The Author

Add Comment