ବାଲେଶ୍ୱର: ଯୁବକଙ୍କ ମୃତଦେହ ପୋଖରୀରୁ ଉଦ୍ଧାର

Spread the love

ବାଲେଶ୍ୱର ୨୮/୬  (ସନ୍ଧାନ ନିୟୁଜ) : ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତର ଉଆସ କୁଂଣ୍ଡଆଡି ସାହିର ବନମାଳୀ ବାରିକଙ୍କ ପୁଅ ରମାକାନ୍ତ ବାରିକ (ଗୁଣ୍ଡ) ଦୁଇ ଦିନ ଧରି ନିଖୋଜ ଥିଲେ। ଗୁରୁବାର ସକାଳେ ଗୁଣ୍ଡଙ୍କ ଶବ ଆଖଣ୍ଡଳମଣି ମନ୍ଦିର ସମ୍ମୁଖ ପୋଖରୀରେ ଭାସୁଥିବାର ପରିବାର ଲୋକ ଦେଖିବାକୁ ପାଇଥିଲେ। ତାପରେ ପରିବାର ଲୋକ ସିମୁଳିଆ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି।

Report- Madhusmita das

Related Posts

About The Author

Add Comment